ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିପେନ ସାହୁ ପୁଣି ନିର୍ଦ୍ୱନ୍ଦରେ ବାର ସଭାପତି ନିର୍ବାଚିତ

 ଜୁନାଗଡ଼,୧୨/୩(ନି.ପ୍ର) ଜୁନାଗଡ଼ ବାର ସଭାପତି ଭାବେ ଦିପେନ ସାହୁ ଓ ହିମାଂଶୁ ବରାଡ଼ ସମ୍ପାଦକ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ଛନ୍ତି।ଜୁନାଗଡ଼ ବାର ପକ୍ଷରୁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାଇ ନିର୍ବାଚନ କରାଯାଇଥିଲା।ଏଥିରେ ସଭାପତି ଭାବେ ପୁଣି ଦ୍ୱିତୀୟ ଥର ପାଇଁ ଦିପେନ ସାହୁ ,ସମ୍ପାଦକ ଭାବେ ହିମାଂଶୁ ବରାଡ଼ ନିର୍ବାଚିତ ହୋଇଛନ୍ତି।ସେହିପରି ଉପସଭାପତି ଅଶୋକ ପଣ୍ଡା,ଯୁଗ୍ମ ସମ୍ପାଦକ ଧନେଶ୍ୱର ନାଏକ,ଓ ଜୟଦେବ ସୁନାନୀ ,କୋସାଧକ୍ଷ୍ୟ କ।ଳିନ୍ଦ୍ରୀ ପାଣିଗ୍ରାହୀ,ଲାଇବ୍ରାରୀ ସମ୍ପାଦକ ସୁଶୀଳ ପାଢ଼ୀ ରହିଛନ୍ତି ।ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଶିଶିର କୁମାର ପଟ୍ଟନାୟକ,ସୁଧାଂଶୁ ବରାଡ଼,ପ୍ରମୋଦ ପୁଝାରି,ଅନନ୍ତ ନାରାୟଣ ବେହେରା, ନରେନ୍ଦ୍ର କ୍ଷୀ ତୀ,ଆଶ୍ୱିନ କୁମାର ସିଂହଦେଓ,ଜିତେନ୍ଦ୍ର ମେହେର ପ୍ରମୁଖ ନିର୍ବାଚିତ ହୋଇଛନ୍ତି, ନିର୍ବାଚନ ଅଧିକାରୀ ଭାବେ ଶିଶିର ପଟ୍ଟନାୟକ ଦାୟିତ୍ୱ ତୁଲାଇଥିଲେ। ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ।

Related posts

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ଆଦିବାସୀ ଙ୍କ ଗୁଡିଚଗା ପର୍ବ 

Sunil Chandra Nayak

ପୁଲିସ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା: କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Comment

error: Content is protected !!