ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳ ବୈଶାଖିର ତାଣ୍ଡବ,ଜଣକ ଘର ଭାଙ୍ଗିଲା

ବନ୍ଧୁଗାଁ ତା,୦୭।୦୬।୨୩// , କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି । ଆଜି ଅପରାହ୍ନ ଚାରିଟା ବେଳେ କୁଆପଥର ବୃଷ୍ଟି ସହ ପବନ ବହି ମୁସଳ ଧାରରେ ବର୍ଷା ହୋଇଥିଲା । ଫଳରେ ବନ୍ଧୁଗାଁ ବ୍ଲକରୁ ପାର୍ବତୀପୁର ରାସ୍ତାର ଅନେକ ସ୍ଥାନରେ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଗତିପୁଟ ଗ୍ରାମର ପିଡିକା ବଗାଙ୍କ ଘର ଉପର ଆଜବେଷ୍ଟ୍ ଉଡି ଜାଇଥିଲା । ଖବର ପାଇ ଅଗ୍ନୀଶ୍ରମ କର୍ମଚାରି ମାନେ ଯାଇ ରାସ୍ତା ସଫା କରିଵାରୁ ଯାତାୟତ ସ୍ଵଭାବିକ ହୋଇଥିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳିତ

masiha

ମଦନପୁରୁ ସ୍କୁଲର 1988 ମସିହା ମାଟ୍ରୀକ ଵ୍ୟାଚର ବନ୍ଧୁ ମିଳନ ଓ ଅନୁଭୂତି ଆଦାନ ପ୍ରଦାନ ଅନୁଷ୍ଠିତ

masiha

ଲୋକଙ୍କ ଭୁଲ ଯୋଗୁଁ ବିଦ୍ୟୁତ୍ ବିଭାଗ ନାକେଦମ୍ : ୬ ଘଣ୍ଟା ହେଲା ବିଶ୍ବନାଥପୁର ଅଞ୍ଚଳରେ ବିଜୁଳି ଗୁଲ୍

Leave a Comment

error: Content is protected !!