ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେସିଙ୍ଗା ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ନୂତନ କର୍ମକର୍ତ୍ତା

କେସିଙ୍ଗା,୧୨/୦୬( ମ ନି ସ)-କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ଦୀର୍ଘ ଦିନ ଧରି ଅନୁସୂଚିତ ଜାତିଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଅନୁସୂଚିତ ଜାତି ବିକାଶ ପରିଷଦ (ଡମ ସମାଜ) ପୁନଃଗଠନ କରାଯିବା ସହିତ ବ୍ଲକର ୨୬ଟି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ନୂତନ ବ୍ଲକ କମିଟି ଗଠନ କରାଯାଇଛି ! ଏଥିରେ ସର୍ବ ସମ୍ମତି କ୍ରମେ କ୍ଷେତ୍ରମୋହନ ସେନାପତିଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବାବେଳେ ଉପସଭାପତି ଭାବେ ଅନଙ୍ଗ ତାଣ୍ଡି, ବାପି ବେହେରା, ଗୋପାଳ ନାଏକ, ସାଧାରଣ ସଂପାଦକ ଭାବେ ଦୁଃଖୀ କୁମାର, ସହ ସଂପାଦକ ଭାବେ ବଳଦେବ ହରପାଲ, ଗଜାନନ ସୁନାନୀ, କୋଷାଧ୍ୟକ୍ଷ ଭାବେ ସୁଜନ ଛତ୍ରିଆ, ଆଇନ ପରାମର୍ଶଦାତା ଭାବେ ହରିପ୍ରସାଦ ତାଣ୍ଡି, କ୍ରୁଷ୍ଣଚନ୍ଦ୍ର ନାଗ, ସଂଯୋଜକ ଭାବେ ବିପିନ ବିହାରୀ ତାଣ୍ଡି, ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଜଗନ୍ନାଥ ସୁନାଙ୍କୁ ମନୋନୟନ କରାଯାଇଥିଲା ! ସେହିପରି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଗଣେଶ୍ବର ତାଣ୍ଡି, ବେଲାଳସେନ ବେହେରା, ନବକିଶୋର ନାଏକ, ରମେଶ ଚନ୍ଦ୍ର କୁମାର, ଜଗଦୀଶ ଦୀପ, ହେମନ୍ତ ନାଗ, ସତ୍ୟାନନ୍ଦ ନାଗ, ସୁରେନ୍ଦ୍ର ବିନିଆ, ଶ୍ୟାମ କୁମାର, ଉପେନ୍ଦ୍ର ନାଗ, ଭିକାରୀଚରଣ ତାଣ୍ଡି ପ୍ରମୁଖ ମନୋନୀତ ହୋଇଥିଲେ !

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବିଷାକ୍ତ ଗୋଖର ସାପ କାମୁଡାରେ ଦୋକାନୀ ଯୁବକ ଗୁରତର ; ଡାକ୍ତରଖାନାରେ ଆଶୁ ଚିକିତ୍ସା ଯୋଗୁଁ ସୁସ୍ଥ 

masiha

ବର୍ଦ୍ଧିତ ଚୋରି, ଲୁଟ ନିୟନ୍ତ୍ରଣ ନିମନ୍ତେ ରାଇରଙ୍ଗପୁର ପୋଲିସ ର ନିଆରା ପ୍ରୟାସ  ସୁନାଗହଣା ଦୋକାନୀ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବୈଠକ 

Sunil Chandra Nayak

ବିନା ଲାଇନମ୍ୟାନରେ ପାଳନ ହେଲା ଲାଇନମ୍ୟାନ ଦିବସ ଟାଟା ପାୱାରର ଶୋଷଣର ଶିକାର ହେଉଛନ୍ତି ଲାଇନମ୍ୟାନ

masiha

Leave a Comment

error: Content is protected !!