ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ ବି. ବି. ହାଇସ୍କୁଲ, ଢେଙ୍କାନାଳର ଚଳିତ ବର୍ଷ ଏ ୱାନ ଗ୍ରେଡ୍ ପ୍ରାପ୍ତ ଛାତ୍ରୀ ଛାତ୍ର ରୋଟାରୀ କ୍ଲବ୍ ଦ୍ଵାରା ସମ୍ବର୍ଦ୍ଧିତ 

ଢେଙ୍କାନାଳ ( ମ ସୀ ହା )୧୨/୦୬_ ଆଜି ସନ୍ଧ୍ୟା ୦୮ ଘଟିକା ସମୟରେ ସ୍ଥାନୀୟ ବିନୋଦ ଭବନ ପରିସରରେ ଥିବା ରୋଟାରୀ କ୍ଲବ୍ ସଭାଗୃହରେ ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଚଳିତ ବର୍ଷ ଏ ୱାନ ଗ୍ରେଡ୍ ପ୍ରାପ୍ତ ୦୩ ଜଣ ଛାତ୍ରୀ ଛାତ୍ର,ସେମାନଙ୍କର ମାତା ପିତା ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଢେଙ୍କାନାଳ ରୋଟାରୀ କ୍ଲବ୍, ଦ୍ଵାରା ଏହାର ବିଶେଷ ସାପ୍ତାହିକ ଅଧିବେଶନରେ ସମ୍ବର୍ଦ୍ଧିତ ହୋଇଛନ୍ତି।

ଏହି ଅବସରରେ ଅନୁଷ୍ଠିତ ଏକ ବିଶେଷ ଅଧିବେଶନରେ ରୋଟାରୀ କ୍ଲବ୍ ର ସଭାପତି ରୋଟାରିଆନ ଡା. ବଳଭଦ୍ର ରାମ ଓ ସମ୍ପାଦକ ରୋଟାରିଆନ ଡା. ଭବାନୀ ଶଙ୍କର ଦାଶ ମଞ୍ଚାସୀନ ଥିଲେ।ଛାତ୍ରୀ ଶୁଭସ୍ମିତା ସାହୁ, ମମତା ସାହୁ, ଦେବରାଜ ସାହୁ, ଛାତ୍ର ଦିବ୍ୟଜ୍ୟୋତି ମହାରଣା, ବ୍ରଜ କିଶୋର ମହାରଣା, ଛାତ୍ର ସ୍ମୃତି ସୁମନ ସାହୁ ,ସସ୍ମିତା ସାହୁ ,ଜ୍ୟୋତିର୍ମୟୀ ସାହୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ରଙ୍କୁ ପୁଷ୍ପ ଗୁଚ୍ଛ, ପ୍ରଶଂସାପତ୍ର ଓ ଉପଢୌକନ ସହ ପର୍ଯ୍ୟାୟ କ୍ରମେ ସମ୍ଵର୍ଦ୍ଧନା ପ୍ରଦାନ କରିଥିଲେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ ମାନ୍ୟବର ମନ୍ତ୍ରୀ ରୋଟାରିଆନ ନବୀନ ଚନ୍ଦ୍ର ନାରାୟଣ ଦାସ, ରୋଟାରିଆନ ଡା. ଅବୋଧ ମହାପାତ୍ର ଓ ରୋଟାରିଆନ ବିରଞ୍ଚି ନାରାୟଣ ପାଣି । ସମ୍ଵର୍ଦ୍ଧିତ ସମସ୍ତ ପ୍ରତିଭାଙ୍କ ପକ୍ଷରୁ ସମ୍ବର୍ଦ୍ଧନାର ଉତ୍ତରରେ ଜଣେ ପ୍ରାକ୍ତନ ଢେଙ୍କାନାଳର ସର୍ବପ୍ରଥମ ରୋଟାରାକ୍ଟ କ୍ଲବ୍ ସମ୍ପାଦକ ଭାବରେ ଡା. ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ଅଭିଭାଷଣରେ ଶିକ୍ଷା ଓ ସେବା ସମାଜରେ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ବୋଲି ମତପ୍ରକାଶ କରିଥିଲେ । ସେ ଅତୀତର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଢେଙ୍କାନାଳ ରୋଟାରୀ କ୍ଲବ୍ ତାର ସ୍ଥାପନ ବର୍ଷରୁ ନିରବଚ୍ଛିନ୍ନ ଭାବରେ ସାମାଜ ପ୍ରତି ତାର ପ୍ରତିବଦ୍ଧତାର ନିଦର୍ଶନ ସ୍ଵରୂପ ନାନା ପ୍ରକାର ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି। ଏହାର ଅଂଶ ସ୍ଵରୂପ ଅତ୍ୟନ୍ତ ମେଧାବୀ ଛାତ୍ରୀ ଛାତ୍ର ,ସେମାନଙ୍କର ମାତା ପିତା ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନଙ୍କୁ ସମ୍ଵର୍ଦ୍ଧିତ କରିବା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସଭା ପ୍ରାରମ୍ଭରେ ସମ୍ମିଳିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ରୋଟାରିଆନ ରାଜ କିଶୋର ବେହେରା ସମ୍ଵର୍ଦ୍ଧନା ସଭାର ସଫଳ ସଂଯୋଜନା କରିଥିଲେ।ରୋଟାରିଆନ ମହେଶ ଅଗ୍ରୱାଲା ଧନ୍ୟବାଦ ଅର୍ପଣ କରିଥିଲେ। ରୋଟାରୀ କ୍ଲବ୍ ର ପୂରାତନ ଓ ନୂତନ ସଦସ୍ୟା ସଦସ୍ଯ ମାନଙ୍କ ମଧ୍ୟରେ ରୋଟାରିଆନ ରାଜେନ୍ଦ୍ର ଦାସ,ସନ୍ଧ୍ୟା ମହାପାତ୍ର,ରାଜ କିଶୋର ବେହେରା,ଶ୍ରୀଧର ଇପିଲି,ଜ୍ୟୋତି ଶଙ୍କର ରଥ, ମହେଶ ଅଗ୍ରୱାଲା, କୃଷ୍ଣ ଚନ୍ଦ୍ର ଦେବତା, ପ୍ରଦୋଷ ଶତପଥୀ,ଗୌରବ ସରୋଗୀ ,ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ସାଗରବାଳା ହୋତା, ମନୋଜ ମିଶ୍ର ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ଦିଲ୍ଲୀପ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ।ଏହି ଅବସରରେ ଶତାୟୁ,ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଉଭୟ ଅଶ୍ଵିନୀ କୁମାର ମିଶ୍ର,ଆଇ. ଏ. ଏସ୍. ଓ ଦୁର୍ଗା ପ୍ରସାଦ ମହାପାତ୍ର, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ,ପ୍ରାକ୍ତନ ଛାତ୍ର ତଥା ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି,ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସସ୍ମିତା ସାହୁ ,ଶତାୟୁ, ଅନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ଓ ହିନ୍ଦୋଳ ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ, ସଦସ୍ୟା ଝରଣା ପାତ୍ର, ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା, ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ,ବିରଞ୍ଚି ନାଏକ,ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣମୟୀ ଶତପଥୀ,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ଧ୍ୟାନଚାନ୍ଦ ମିଶ୍ର, ବରିଷ୍ଠ ଅବସରପ୍ରାପ୍ତ ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଚିଫ ଅଫିସର ତଥା ବର୍ତ୍ତମାନର ଅତିଥି ଶିକ୍ଷକ ସୁଭାଷ କୁମାର ନନ୍ଦ,ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ସୁଜାତା ପଣ୍ଡା, ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ଥାର୍ଡ ଅଫିସର ଅନୁପମା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ, ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ଦିପ୍ତିଶ କୁମାର ଶତପଥୀ,ସମର ଶିକ୍ଷାର୍ଥୀ ନୌବାହିନୀ ବାଳକ ଓ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ କିରଣମୟୀ ମହାଳିକ,ସିଭିଲିଆନ ବାଳକ ଓ ବ୍ୟାଣ୍ଡ ଦଳ ଦାୟିତ୍ୱରେ ଥିବା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା, କଲ୍ୟାଣୀ ବଡ଼ଜେନା,ଡେପୁଟେସନରେ କାର୍ଯ୍ୟରତା ଶିକ୍ଷୟିତ୍ରୀ ସୁନିତା ନାଥ,ସ୍ମିତା ପଟ୍ଟନାୟକ,ସୁଜିତ କୁମାର ବାରା, ଏକମାତ୍ର ବରିଷ୍ଠ କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ,ବାସୁଦେବ ରଣା,ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଅ’ ପତ୍ରିକା ଓ ସାଂସ୍କୃତିକ ଅନୁଷ୍ଠାନକୁ ‘ସାହିତ୍ୟ ସମ୍ମାନ’ 

masiha

ରଜ କୁଇନ୍ ଆନନ୍ଦିନୀ ମିଶ୍ରଙ୍କୁ ପୁରସ୍କୃତ କଲେ ଚକୋଲେଟ ଟି ଷ୍ଟଲ ପ୍ରୋପାଇଟର

Sunil Chandra Nayak

ମାନବିକତା ଦେଖେଇଲେ ଗୌରୀ ମାଝି

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort