ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶାଳ ଆଦିବାସୀ ସମାବେଶ ଯୋଗ ଦେଲେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି

ମୁରିବାହାଲ ବ୍ଲକ ର ଗୁଡ଼ିଘାଟ ପଞ୍ଚାୟତ ସୁକୁନୀପଦର ଗାଁ ରେ ବିଶାଳ ଆଦିବାସୀ ସମାବେଶý ହୋଇଥିଲା l ଗାଁ ରେ ଏକ ଶୋଭାଯାତ୍ରା ହୋଇଥିଲା l ପରେ ଆଦିବାସୀ ନେତା ବସନ୍ତ ପାତ୍ର ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ଭକ୍ତ ବନ୍ଧୁ ମେହେର,ଜ଼ିଲ୍ଲା ପରିଷଦ ଉପା ଧ୍ୟକ୍ଷ ଶ୍ରୀମତୀ ମିଥିଲା ମାଝି, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ମୁରିବାହାଲ ବ୍ଲକ କାର୍ଯ୍ୟକାରୀ ସଭାପତି ରାଜୀବ କୁଅଁର,ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ପ୍ରମୁଖ ଉଦବୋଧନ ଦେଇଥିଲେ l ଓଡିଶା ସରକାର ଙ୍କ ଆଦିବାସୀ ସଶକ୍ତିକରଣ ଯୋଜନା, ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ଯୋଜନା, ଆଦିବାସୀ ସଂସ୍କୃତି, ଐତିହ୍ୟ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ର ବିକାଶ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆଦିବାସୀ ସଂସ୍କୃତି ଭବନ, ଆଦିବାସୀ ମ୍ୟୁଜିୟମ, ଆଦିବାସୀ ମହିଳା ସ୍ୱୟଂ ସହାୟକ ଦଳ ଭବନ, ଆଦିବାସୀ କ୍ଳବ, ଆଦିବାସୀ ଉତ୍ସବ ଯାନୀ ଯାତ୍ରା ପର୍ବ ପର୍ବାଣୀ, ଆଦିବାସୀ ଶିକ୍ଷା ସ୍ୱାସ୍ଥ୍ୟ ଅର୍ଥନୈତିକ ବିକାଶ ସହଜ ଏବଂ ସୁଗମ୍ୟ ହୋଇପାରିବ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ ” ଥିମ ସଙ୍ଗ ପ୍ରସ୍ତୁତି ଶେଷ ଆସନ୍ତା ୨୬ରେ ଷ୍ଟାଡିୟମ କନଫରେନ୍ସ ହଲ ରେ ହେବ ଓଡିଓ ରିଲିଜ 

Sunil Chandra Nayak

ଘରଟିଏ ପାଇଁ ବିଧବା ଘସିନି ସିଂଙ୍କ ଜିଲ୍ଲାପାଳଙ୍କ ଠାରେ ଗୁହାରି ଦାବିପତ୍ର 

masiha

ମାଓନେତା ଆଜାଦ ବାଲିଗୁଡ଼ା ଏଡିଜେ କୋର୍ଟରେ ହାଜର

masiha

Leave a Comment

error: Content is protected !!