ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲନା ଗ୍ରାମପଞ୍ଚାୟତ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଆଶୁ ସମାଧାନ ଶିବିର ଅନୁଷ୍ଠିତ

ପଲନା:୧୯/୦୨ – ଭବାନୀପାଟଣା ବ୍ଳକ ଅଧିନରେ ଥିବା ପଲନା ଗ୍ରାମପଞ୍ଚାୟତ ବୈଠକ ଗୃହ ଠାରେ ବିଡିଓ ପ୍ରିତା କୁମାର ଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣୀ ଓ ଆଶୁ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ବାସ୍ଥ୍ୟ ବିଭାଗ ଡାକ୍ତର ବିଶ୍ବଜିତ ହୋତା, ପଲନା ସରପଞ୍ଚ ହିରୋଜିନି ମାଝୀ,ସମିତି ସଭ୍ଯ ଗଜମତୀ ମାଝୀ, ଅର୍ତ୍ତଲ ସରପଞ୍ଚ ଦଶମତୀ ବେମାଲ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣିକୁ ପରିଚାଳନା କରିଥିଲେ।ଏଥିରେ ବୋର୍ଡା ଫାଣ୍ଡି ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଏହି ଶିବିରରେ ହିତାଧିକାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆପତ୍ତି ଅଭିଯୋଗ କରିଥିବା ଅଭିଯୋଗ ଗୁଡିକୁ ଭିତ୍ତି କରି ଆଶୁ ସମାଧାନ କରିଥିବା ଜଣାପଡ଼ିଛି।

ପଲନା ରୁ ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

ଚନ୍ଦ୍ରଯାନ -୩ ଅନ୍ୟତମ ମଙ୍ଗୁଆଳ ଭୁବନ ମାଟିର ଡ.ଶରତ ଦାଶ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା

masiha

କମର୍ଦ୍ଧା କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

masiha

ବିନା ଶିକ୍ଷକ ନିଯୁକ୍ତିରେ ସ୍କୁଲ ଅପଗ୍ରେଡେସନ୍

masiha

Leave a Comment

error: Content is protected !!