ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଆକ୍ରମଣରେ ପୁଣି ଜଣେ ମୃତ

କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଟେବାମହୁଲ ଗାଁରେ ହାତୀ ଆକ୍ରମଣରେ ପଞ୍ଚୁ ମାଝୀ(୫୦) ଙ୍କ ମୃତ୍ୟୁ ହୋଇଛି।ଘର ନିକଟରେ ଥିବା ସମୟରେ ହଠାତ ଜଙ୍ଗଲୀ ହାତୀ ଗାଁ ଭିତରକୁ ପସିଆସିଥିବା ବେଳେ ହାତୀ ସମ୍ମୁଖରେ ପଡି ଯାଇଥିଲେ ପଞ୍ଚୁ ।ଗତ ୧୭ତାରିଖ ଉକ୍ତ ହାତୀ ଆକ୍ରମଣରେ ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ପଞ୍ଚାୟତ ଝାରବନ୍ଦ ଗ୍ରାମର ଗଜିନ୍ଦ୍ର ଜାନୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ,ଗତ ଗୁରୁବାର ଠାରୁ ବନ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ହାତୀ ଘୋଡେଇବା କାମରୁ ନିବୃତ ରହିଥିବାରୁ ଆଗକୁ କୌଣସି ଧନ ଜୀବନ ନଷ୍ଟକୁ ଏଡାଇ ଦିଆଯାଇନପାରେ।

ବଲଭଦ୍ର ବାଗ ଙ୍କ ରିପୋର୍ଟ 

Related posts

ସାଇକେଲରେ ବୁଲି ପ୍ରଦୂଷଣ ମୁକ୍ତ ଭାରତ ଗଠନ ନେଇ ବାର୍ତା ଦେଉଛନ୍ତି ରାମ ପ୍ରସାଦ

ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରଜ ପର୍ବରେ ୟୁନିଟେକ୍‌ରେ ‘ପ୍ରଯୁକ୍ତି ଓ ସୃଜନଶୀଳତାର ସଙ୍ଗମ’ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!