ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗୁରୁ ପୁର୍ଣିମା ଉପଲକ୍ଷେ ସାଇ ମନ୍ଦିର ଠାରେ ଅନ୍ନ ପ୍ରସାଦ

ବନ୍ଧୁଗାଁ ୩/୭/୨୩ // ବନ୍ଧୁଗାଁ ସରପଲ୍ଲି ଠାରେ ଥିବା ସାଇ ମନ୍ଦିରରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୫:୧୫ କାଗାଡା ଆରତି ସକାଳ ୭:୩୦ ଅଭିଷେକ ସକାଳ ୯:୩୦ ସାଇ ସନ୍ଦେଶ ଦିନ ୧୨ ମଗଂଳ ଆରତୀ ହୋଇ ୧୨:୩୦ ଠାରୁ ଅନ୍ନ ପ୍ରସାଦ ହୋଇଥିଲା । ଏହି ଅବସରରେ ନାରାୟଣପାଟଣା, ବନ୍ଧୁଗାଁ, ନିଲାବାଡି, ଆଲୋମଣ୍ଡା ଆଖପାଖ ଅଞ୍ଚଳର ୧୦୦୦ ରୁ ଅଧିକ ଭକ୍ତ ଉପସ୍ଥିତ ରହିବା ସହିତ ପ୍ରସାଦ ସେବନ କରିଥିଲା ଏହି ଅବସରରେ ଅନେକ ଭକ୍ତ ବାର୍ଷିକ ଚାନ୍ଦା ୧୦୦୦ ଟଙ୍କା ଦେଇଥିଲେ । ଏହି କାର୍ଯ୍ୟକ୍ରମ ଶ୍ରୀ ଲାବାଲା ଦଣ୍ଡାସି,ତାଗିଂଡି ଆପାନା, ଶ୍ରୀନିବାସ ପଟ୍ଟନାୟକ,ସୁରି କ୍ରିଷ୍ଣା,ଜି ଅଶୋକ, ଭଗବାନ ପାତ୍ର,ଜି କିରଣ କୁମାର,ମୁରଲି ଚୌଧୁରୀ,ଜି ସୁବାନା ସହଯୋଗ ରେ ସୂଚାରୁରୂପେ ପରିଚାଳନା ହୋଇଥିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ମା କାଳୀ ମନ୍ଦିର ପ୍ରତିଷ୍ଠା 

Sunil Chandra Nayak

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

masiha

Leave a Comment

error: Content is protected !!