ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁଣି ଲାଗିଲା ମାଓବାଦୀ ବ୍ୟାନର ଓ ପୋଷ୍ଟର

ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଷିଖମାର ଛକରେ ପୁଣି ଦେଖିବାକୁ ମିଳିଛି ମାଓବାଦୀ ଙ୍କ ବ୍ୟାନର ଓ ପୋଷ୍ଟର । ଏଥିରେ ଉଲ୍ଲେଖ ରହିଛି ଯେ ଶେରକାପାଡି ରୁ ନିୟମଗିରୀ କୁ ଯାଉଥିବା ରାସ୍ତା କାମ ବନ୍ଦ କର, ସରକାର ଆଦିବାସୀ ଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜୀପତି ହାତକୁ ଟେକି ଦେଉଛନ୍ତି ତେଣୁ ସରକାର ଙ୍କୁ ବିରୋଧ କରନ୍ତୁ, ନିୟମଗିରି ଓ ଶାଶୁବହୁମାଳୀ ପର୍ବତରେ ଯେଉ ଦଲାଲ ମାନେ ବୁଲୁଛନ୍ତି ସେମାନେ ସାବଧାନ ରୁହନ୍ତୁ, ଗତ ମେ ୧୫ ତାରିଖରେ ଆମର ବନ୍ଦ ର ସଫଳ କୁ ଯେଉମାନେ ବିରୋଧ ଓ ପୋଷ୍ଟର କୁ ଯେଉମାନେ ଲୁଚାଇଛନ୍ତି ସେମାନଙ୍କୁ ପ୍ରଜା କୋର୍ଟ ରେ ଦଣ୍ଡ ଦିଆଜିବ ଓ କିଛି ସାମ୍ବାଦିକ ମାନେ ପୋଲିସ ଓ ପ୍ରଶାସନ ର ସପକ୍ଷରେ ରାଜ ଚଲାଇ ଗରିବ ଲୋକ ର ସମସ୍ୟା କୁ ସହଯୋଗ କରୁନାହାନ୍ତି ବୋଲି ଲେଖା ଯାଇଥିବା ବେଳେ ପୋଷ୍ଟର ଓ ବ୍ୟାନର କୁ CPI ମାଓବାଦୀ ବଶଧରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ

masiha

ବିଳମ୍ବିତ ରାତିରେ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ପୋଲିସର ଜାରୀ 

masiha

ରାଇରଙ୍ଗପୁର କୋର୍ଟ !ଭିନ୍ନକ୍ଷମ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ 

masiha

Leave a Comment

error: Content is protected !!