ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋଗରପଶି ଗ୍ରାମରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୪୨ ମେଣ୍ଡା ମୃତ ଘଟଣା ପରେ ଗ୍ରାମରେ ଜନସାଧାରଣ ଆନ୍ତଙ୍କିତ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷକ କଲେ ତଦନ୍ତ

କାମାକ୍ଷାନଗର (ମନିସ )15/7/23 // ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ସୋଗରପଶି ପଞ୍ଚାୟତର ଆରଦା ଗ୍ରାମରେ ଘଟିଛି ଅଘଟଣ ଖବର ନେବାରେ ଜଣାଯାଏ ଯେ ଗତ ବିଳମ୍ବିତ ରାତ୍ରରେ ଅଜଣା ବନ୍ୟଜନ୍ତୁ ମେଣ୍ଢା ଗୁହାଳରେ ପଶି ୪୨ ମେଣ୍ଢାଙ୍କୁ ଆକ୍ରମଣ କରି ମାରି ଦେଇଥିବା ଦେଖିବାକୁ ମିଳିଥିଲା,ଖବର ପାଇ ରାଜ୍ୟ ବନ୍ୟ ସଂରକ୍ଷକ ଉକ୍ତ ଗ୍ରାମରେ ପହଁଞ୍ଚି ତଦନ୍ତ ପକ୍ରିୟା ଆରମ୍ଭ କରିଛନ୍ତି। ଓ ଆଖପାଖ ଜଙ୍ଗଲରେ କର୍ମଚାରୀମାନଙ୍କ ସହ ଜନ୍ତୁର ଠାବ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କର ସଦର ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାନଭିନ୍ ତଦନ୍ତ କରିଛନ୍ତି। ଅଜଣା ଜନ୍ତୁ ଆତଙ୍କ, ଆଜି ସକାଳୁ ଗୁହାଳ ଭିତରେ ୪୨ ସଂଖ୍ୟକ ଗୃହ ପାଳିତ ପଶୁ ଅର୍ଥାତ ମେଣ୍ଡାଙ୍କର ଜୀବନ ଚାଲିଯାଇଛି। କେଉଁଥି ପାଇଁ ଏଭଳି ଅଘଟଣ ଘଟିଛି ସେଥିପାଇଁ ବନ ବିଭାଗ ଏବଂ ପଶୁ ଚିକିତ୍ସକ ଦଳ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ। ସାଧୁ ଚରଣ ରାଉତ ଙ୍କର ୪୦ଟି ମେଣ୍ଢା ମାନଙ୍କ ମୃତ ଦେହ ପଡ଼ି ରହିଛି , ସାଧୁ ଚରଣ ରାଉତଙ୍କ ଗୁହାଳରୁ ବୋଲି ଜଣାପଡ଼ିଛ । ସୂଚନା ଅନୁଯାଇ ମେଣ୍ଢା ମାନଙ୍କର ବେକରେ କ୍ଷତ ଚିହ୍ନ ରହିଛି । କୌଣସି ଅଜଣା ଯନ୍ତ୍ରୁ ରକ୍ତ ଶୋଷି ମେଣ୍ଢା ମାନଙ୍କୁ ମାରି ଥିବା ଅନୁମାନ କରୁଛନ୍ତି ଗ୍ରାମ ବାସୀ । ଜିଲ୍ଲା ପ୍ରାଣୀ ଚିକତ୍ସା କେନ୍ଦ୍ର ପକ୍ଷରୁ ମୃତ୍ୟୁ ର କାରଣ ସମ୍ବନ୍ଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି l ଉକ୍ତ ଅଞ୍ଚଳ ରେ ଏଭଳି ଘଟଣା ଆଗରୁ କେବେ ହୋଇନଥିବାରୁ ଗାଁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି l ସଦର ବନ ବିଭାଗ ଅଧିକାରୀ କହୁଛନ୍ତି କେଉଁ ପ୍ରକାର ଜଙ୍ଗଲୀ ଜନ୍ତୁ ଙ୍କ କାଣ୍ଡ ତାହା ଜଣାପଡ଼ୁନାହିଁ କାରଣ ବର୍ଷା ରେ ପାଦ ଚି଼ହ୍ନ ଲିଭି ଯାଇଛି l ସେପଟେ ଗ୍ରାମବାସୀ ଜଙ୍ଗଲ ବିଭାଗ ପକ୍ଷରୁ କ୍ଷତିପୂରଣ ଦାବି ସହିତ ପେଟ୍ରୋଲିଙ୍ଗ କରି ବାକୁ ଦାବି କରୁଛନ୍ତି l ପ୍ରାଣୀ ଚିକତ୍ସା ବିଭାଗ ପକ୍ଷରୁ ମୃତ ମେଣ୍ଢା ଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟତା ପଦାକୁ ଆସିବ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ସମୀକ୍ଷା ବୈଠକ :ବିଡ଼ିଓ ଙ୍କ ଅନୁପସ୍ଥିତି ଓ ଅସହଯୋଗ ନେଇ ବିଗିଡିଲେ

Sunil Chandra Nayak

ଜାତୀୟ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort