ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଆଦର୍ଶ ବିଦ୍ୟାଳୟରେ ବୃକ୍ଷ ରୋପଣ କଲେ ଛାତ୍ରଛାତ୍ରୀ

କୋକସରା,୧୫/୭ // ବୃକ୍ଷ ହିଁ ଜୀବନ, ଆଧୁନିକ ସଭ୍ୟତା ପାଇଁ ପରିବେଶ ପ୍ରଦୂଷଣ ହେଉଥିବା ବେଳେ ତାକୁ ରୋକିବା ଓ ପ୍ରକୃତିକୁ ସନ୍ତୁଳନ କରିବା ପାଇଁ ବୃକ୍ଷ ହିଁ ମୋୖଷଧି ଏଣୁ ଆମେ ସମସ୍ତେ ଆଜି ଶପଥ ନେଇ ପତିତ ସ୍ଥାନ ରେ ବୃକ୍ଷରୋପଣ କରିବା ବୋଳି ଉପସ୍ଥିତ ମୁଖ୍ୟ ଅତିଥି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ବିଇଓ ସୁଶ୍ରୀ ରଶ୍ମିତା ନେତମ ,ବିଆରସିସି ତୋଫାନ ମାଝୀ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ କରଙ୍କ ପରିଚାଳନାରେ ଉପସ୍ଥିତ ଅତିଥିମାନେ ଓ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ କମଳାକାନ୍ତ ସାହୁ, ଅମୂଲ୍ୟ କୁମାର ସିଂ, ଶଙ୍କର ରାଉତ, କିଶନ କୁମାର ତାଣ୍ଡି, ପଦ୍ମମୁଖ ଚଳାନ, ସୁରେନ୍ଦ୍ର କୁମାର ଦାସ, ଧୀରେନ୍ଦ୍ର ନାଥ ଠାକୁର, ବିଶ୍ୱ ରଞ୍ଜନ ସାହୁ, ଅମୂଲ୍ୟ ସିଂ, ଅଶ୍ୱିନ ଅଜିତାଭ ସାହୁ, ଚିଦାନନ୍ଦ ସାହୁ, ମଳୟ ସରାବୁ,ମମତା ରାଣି ଧ. ମାଝୀ, ନଳିନୀ ପ୍ରଭା ନାଏକ, ଅଞ୍ଜଳି ମହାପାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ନବରଙ୍ଗପୂର ଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରଥ ର ଶୁଭାରମ୍ଭ ଓ ଶୋଭାଯାତ୍ରା

masiha

ଦେବଦୂତ ସାଜିଲେ କିନ୍ନର ସଂଘର ରାଧିକା 

Sunil Chandra Nayak

ଜାତୀୟ ସେବା ଯୋଜନା’ ସଂଯୁକ୍ତ ଶାଖା ତରଫରୁ ‘୯ମ ଆନ୍ତର୍ଜାତୀୟ ଯୋଗ ଦିବସ’ ପାଳିତ

Sunil Chandra Nayak

Leave a Comment

error: Content is protected !!