ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଳପଡ଼ା ଆଦିବାସୀ କଲ୍ୟାଣ ସଂଘର ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବେଳପଡ଼ା ବ୍ଲକ ଆଦିବାସୀ କଲ୍ୟାଣ ସଂଘର ନୂତନ ସଭାପତି ଭାବେ ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ ରଶିକ ଧରୁଆ ଙ୍କୁ ମନୋନୀତ କରାଯାଇଛି । ସଭାପତି ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ଧରୁଆ ଙ୍କୁ ବେଳପଡ଼ା ବ୍ଲକ୍ କନଫରେନ୍ସ ହଲ୍ ରେ ଆଦିବାସୀ ସମାଜ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରତ୍ୟୁତ୍ତରରେ ଶ୍ରୀ ଧରୁଆ ନିଜର ଦାୟିତ୍ୱ ଅଧିକ ବଢିଯାଇଥିବା ସହିତ ଆଗାମୀ ଦିନରେ ସଂଘ ତରଫରୁ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ଦେଇଥିଲେ। ବେଳପଡ଼ା ବ୍ଲକର ବିଭିନ୍ନ ପ୍ରକାର ର ସମସ୍ୟା କୁ ତତ୍ପରତା ସହିତ ସମାଧାନ କରାଯିବ ବଳି ଶ୍ରୀ ଧରୁଆ କହିଛନ୍ତି । ସମ୍ପାଦକ ଶ୍ରୀଯୁକ୍ତ ପ୍ରୀତି ସିଂ ମଲ୍ଲିକ, ଉପସଭାପତି ଅଲେଖ ବେଣ୍ଟକାର, କୋଷାଧ୍ୟକ୍ଷ ଦୁଃଖନାସନ୍ ମାଝୀ, ଶହ ସମ୍ପାଦକ ପୁରନ୍ଦର ଛତ୍ରିଆ ,ନୂତନ କମିଟିର ସମସ୍ତ ସଦସ୍ୟା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣା ଜାଇଥିଲା । ଏବଂ ଆଗାମୀ ଦିନରେ କେମିତି ବିଶ୍ଵ ଆଦିବାସୀ ଦିବସ କୁ ଜୋରଦାର ରେ ପାଳନ କରାଯିବ ଓ ସମାନ ନାଗରିକ ସଂହିତା କୁ ବିରୋଧ କରାଯିବ ତାହା ମଧ୍ୟ ଚର୍ଚ୍ଚା ହୋଇଥିଲା । ୨୪ ଖଣ୍ଡ ଗ୍ରାମ ପଞ୍ଚାୟତ ର ସଭାପତି,ଉପ ସଭାପତି ଉପସ୍ଥିତ ରହି ନୂତନ ସଭାପତି,ସମ୍ପାଦକ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବାଗଦୋର୍ ପଞ୍ଚାୟତ ସଭାପତି ତୋଫାନ ଛତ୍ରିଆ, ମଣ୍ଡଳ ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ବିନୋଦ ବିହାରୀ ଭୋଇ,ଦର୍ଲିପାଲି ସଭାପତି ଭଗବାନ ମାଝୀ, କପଣି ସଭାପତି ମନୋଜ୍ ଧରୁଆ, ଘାଗୁର୍ଲି ସଭାପତି ପ୍ରମୋଦ ଭୋଇ, ସର୍ମୁହାଣ ସଭାପତି ତ୍ରିଲୋଚନ ମାଝୀ, ଭରୁଆପଳି ସଭାପତି ଦୁର୍ଯୋଧନ ମାଝୀ, ବେଲପଡ଼ା ସଭାପତି କୌତୁକ ଭୋଇ,କାନୁଟ ସଭାପତି ନାଥ ପୁଟି,ବାଳିଖମାର ସଭାପତି କୃଷ୍ଣ ମିର୍ଦ୍ଧା,ପର୍ଲିମାଲ ସଭାପତି କଳାକାହୁଁ ବରିହା, ମଧ୍ଯପୁର ସଭାପତି ବିଶ୍ଵାମିତ୍ର ଭଟାଘୁରିଆ,ବ୍ଲକ୍ ସଂଘଠକ୍ ଶ୍ରୀମାନ କେତନ ଛତ୍ରିଆ,ଜଗଜିବନ ଭୋଇ,ଧନେଶ୍ଵର ମାଝୀ,ଚନ୍ଦ୍ରଶେଖେର ମଲ୍ଲିକ,ସତ୍କୁମାର ମାଝୀ,ଭଗବାନ କୁଆଁର,ରାଧେଶ୍ୟାମ ମଲ୍ଲିକ, ରହିତ ବର୍ଗେ,କୁର୍ତିବାସ ମାଝୀ,ଗଦାଧର ଭୁଏ, କୁଞ୍ଜବନ ଧରୁଆ, ପବିତ୍ର କୁଆଁର, କମଳକାନ୍ତ ମାଝୀ, ରୋହିତ ଭୁଏ, ଦେବାର୍ଚ୍ଚନ ମାଝୀ,ଜଳନ୍ଧର ମାଝୀ,ଲଛମନ ମାଝୀ,ଜୟକାନ୍ତ ଶବର, ମନୋଜ କୁମାର କୁଆଁର, ଲଳିତ ମୋହନ ମାଝୀ, ଚିତ୍ରୁ ବରିହା,ଲାଲମନ୍ ମଲ୍ଲିକ, ରଞ୍ଜିତ ମାଝୀ,ବାଲୁଧର ମାଝୀ, ଧରମ ସିଂ ମାଝୀ,ସତରାମ୍ ମଲ୍ଲିକ,ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ

Related posts

ସନ ସାଇନ୍ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

masiha

ହାପି ମୋମେଣ୍ଟସର ପ୍ରତିଭା ରତ୍ନ ସମ୍ମାନ ସମାରୋହ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଥାନା ରେ ନୂତନ ଆଇ ଆଇ ସି ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!