ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ବିକାଶ  ପରିଷଦ  ବିଭିନ୍ନ ପ୍ରକଳ୍ପ ଉଦ୍ଧଘାଟନ

ବନ୍ଧୁଗାଁ ତା ୧୭/୦୭/୨୦୨୩ ରିଖ କୁନ୍ଦୁରା ବ୍ଲକ ବିଜୁଜନତା ଦଳ ର ମସିଗାଁ ପଞ୍ଚାୟତ, ବାଣୁଆଗୁଡ଼ା ପଞ୍ଚାୟତ, ଫୁପୁଗ୍ନା ପଞ୍ଚାୟତ, ସ୍ଵତନ୍ତ୍ର ବିକାଶ ପରିଷଦ  ର ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି I ଏଥି ସହିତ ଡ଼ଙ୍ଗରପଉସି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ପ୍ରାୟ ୧୨୮ ଜଣ ଗ୍ରାମକଣ୍ଠ ପରମ୍ବକମ ପଟା ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀ ରମେଶ ଚନ୍ଦ୍ର ମାଝୀ, କୋଟପାଡ ନିର୍ବାଚନ ମଣ୍ଡଳୀ ବିଧାୟିକା ଶ୍ରୀମତି ପଦ୍ମିନୀ ଦିଆନ , ଜିଲ୍ଲା ସନ୍ତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ରଧlବିନଦ ସାମନ୍ତରାୟ, କୋଟପାଡ ନିର୍ବାଚନ ମଣ୍ଡଳୀ ପର୍ଯବେକ୍ଷକ ଶ୍ରୀ ସୂର୍ଯ୍ୟନାରାୟଣ ରଥ, ଜିଲ୍ଲା ପରିଷଦ ସଭ୍ୟ ୨ ଶ୍ରୀମତି କନକଲତା ପେଣ୍ଠିଆ, ବିଜୁ ଜନତା ଦଳ ବ୍ଲକ୍ ସଭାପତି ଶ୍ରୀ ବୃନ୍ଦାବନ ମଲିକ, ବିଧାୟକ ପ୍ରତିନିଧି ଶ୍ରୀ ରମାକାନ୍ତ ମିଶ୍ର, ମହିଳା ସଭାନେତ୍ରୀ ଶ୍ରୀମତି ଲଳିତା ନାୟକ, କାର୍ଯ୍ୟକାରିଣୀ ସଭାନେତ୍ରୀ ଶ୍ରୀମତି ଦମୟନ୍ତୀ ମଲିକ, ଯୁବ ସଭାପତି ଶ୍ରୀ ବିକ୍ରମ କୁମାର ବେହେରା, କୁନ୍ଦୁରା ସରପଞ୍ଚ ଶ୍ରୀ ଲବ ପରଜା, ଡଙ୍ଗରପାଉଁସି ସରପଞ୍ଚ, ଘଷି ଭତ୍ରl, କରମେଟି ପଞ୍ଚାୟତ ସଭାପତି ଭଜମନ ଶାନ୍ତl, ମସିଗାଁ ପଞ୍ଚାୟତ ସଭାପତି ଶ୍ରୀ ବୃନ୍ଦା ପ୍ରଧାନ, ଗୁଣ୍ଡlଳ ପଞ୍ଚାୟତ ସଚେତକ ଶ୍ରୀ କାମ ଆଚାର୍ଯ୍ୟ, ଫୁଲଭଟl ସଚେତକ ଶ୍ରୀ ପ୍ରଦୀପ ନାୟକ, କୈଳାସ ନାୟକ ଓ ବିଯୁଜନତ ଦଳ ର ବହୁତ କର୍ମକର୍ତ୍ତା ଉପସ୍ଥିତ ଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଶିଷ୍ଟ କରଣ ସଂଘର କର୍ମକର୍ତ୍ତା ଚୟନ 

masiha

SPREADING LIGHT BEYOND THE WALLS

Sunil Chandra Nayak

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଯୋଗଦାନ; ସୁଶାସନ ଓ ରାଜସ୍ୱ ସଂଗ୍ରହ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Leave a Comment

error: Content is protected !!