ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ର ଦେବସ୍ମିତା ଓ ନମିତା,ଓପିଏସି ରେ କୃତିତ୍ୱ

ଜୁନାଗଡ଼,୨/୮ ଜୁନାଗଡ ବ୍ଲକ ଅନ୍ତର୍ଗତ କୁପାଗାଁ ନିବାସୀ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜର ଭାବେ କାର୍ଯ୍ୟରତ ପ୍ରଭାକର ଦୀପ୍ ଙ୍କ କନିଷ୍ଠ ଝିଅ ଦେବସ୍ମୀତା ଦୀପ୍ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ୩୦୧ ନମ୍ବର ରେ ଯୋଗ୍ୟତା ହାସଲ କରିଛନ୍ତି,,ସେହିପରି ନମିତା ବାଗ ମଧ୍ୟ ଓପି ଏସ ସି ପରିକ୍ଷ୍ୟା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେ ଜୁନାଗଡ ବ୍ଲକ ବଳଦିଆ ମାଲ୍ ଗ୍ରାମପଞ୍ଚାୟତ ର ଖାଲିଆ ପାଲି ଗ୍ରାମ ର ସେନାପତି ବାଗ ଙ୍କ ଝିଅ ନାମିତl ବାଗ ୩୩୩ ରେଙ୍କ ରଖି ଓପିଏସସି କୃତ କାର୍ଯ୍ୟ ହୋଇଛନ୍ତି l ନାମିତl ଭୁବନେଶ୍ବର ର ସ୍ଥିତଃ ସେକ୍ରେଟlରୀଏଟ ଏଏସ୍ଓ ଭାବେ କାର୍ଯ୍ୟରତ ଅଛନ୍ତି l ଏହି ଦୁଇ ଝିଅଙ୍କ କୃତିତ୍ୱରେ ଜୁନାଗଡ଼ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାଷ୍ଟ୍ରୟ ଗ୍ରାମ ପ୍ରଧାନ/ସରପଞ୍ଚ୍ ରାଜ୍ୟ ସଂଗଠନର ସ୍ୱାଗତ

masiha

ଗ୍ରୀଷ୍ମ ଋତୁ ରେ ଜନ ସାଧାରଣ ଙ୍କ ତୃଷ୍ଣା ମେଣ୍ଟାଉଛି ଗୁପ୍ତ ଜଳ ସେବା କେନ୍ଦ୍ର

masiha

ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ବିଭିନ୍ନ ବିଭାଗରେ ନୂତନ ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ଅନୁମତି

Sunil Chandra Nayak

Leave a Comment

error: Content is protected !!