ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ନବରଙ୍ଗପୁର-(ମସିହା)ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଜି ସୁପ୍ରିମକୋର୍ଟର ଶ୍ରୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଉପରେ ଦେଇଥିବା ଐତିହାସିକ ରାୟ କୁ ଜିଲ୍ଲା କଂଗ୍ରେସ କମିଟି ସ୍ୱାଗତ କରିଛି। ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ସଦନ ନାୟକ, ପୂର୍ବତନ ଉପ- ନଗରପାଳ ଶ୍ରୀ ସୁବାଷ ଚନ୍ଦ୍ର ସୁର, ଶୃଙ୍ଖଳା କମିଟିର ସଭାପତି ଶ୍ରୀ ସତ୍ୟ ନାରାୟଣ ତ୍ରିପାଠୀ, କିଷାନ କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀ ବୃନ୍ଦାବନ ତ୍ରିପାଠୀ, ଜିଲ୍ଲା ଆଇ ଏନ୍ ଟି ୟୁ ସି ସଭାପତି ଶ୍ରୀ ଦିବାକର ପୂଜାରୀ, ନବରଙ୍ଗପୁର ଯୁବ କଂଗ୍ରେସ ସଭାପତି ଶ୍ରୀ ସୁରଜ ଲାଲ, ନବରଙ୍ଗପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅବଦୁଲ ଫିରୋଜ଼, ନବରଙ୍ଗପୁର ନଗର କଂଗ୍ରେସ ସଭାପତି ଶ୍ରୀ ପ୍ରଦୀପ କୁମାର ସାହୁ, ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଯୋଜକ ଶ୍ରୀ ପ୍ରକାଶ ସାମନ୍ତରାୟ, ମଣ୍ଡଳ କଂଗ୍ରେସ ସଭାପତି ଶ୍ରୀ ଦେବକାନ୍ତ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭବାନୀ ପ୍ରସାଦ ସାହୁ, ପୂର୍ବତନ କାଉନସିଲର ଶ୍ରୀ ବାମଦେଵ ନାୟକ, ଯୁବନେତା ମୁକେଶ ଗୁପ୍ତା ଐତିହାସିକ ରାୟକୁ ଜରୁରୀ ବୈଠକରେ ସ୍ୱାଗତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରୁପ୍ରା ମଣ୍ଡଳ ପକ୍ଷରୁ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ପୂଣ୍ୟତିଥି ଅବସରରେ ସମର୍ପଣ ଦିବସ ପାଳିତ  

masiha

କୋଦଳା ଠାରେ ମନ୍ତ୍ରୀ ଙ୍କୁ ସମ୍ବର୍ଦନା ସହ ମହା ମିଶ୍ରଣ ପର୍ବ,୨୨ ସରପଞ୍ଚ, ସମିତି ସଭ୍ୟ ସହ ପୂର୍ବତନ ସରପଞ୍ଚ ସମିତି ସଭ୍ୟ ବିଜେଡି ଛାଡି ବିଜେପି ରେ ସାମିଲ

Sunil Chandra Nayak

ଚିତ୍ତରଞ୍ଜନ ମଣ୍ଡଳଙ୍କ କଂଗ୍ରେସ ଘର ବାହୁଡ଼ା ଓ କଂଗ୍ରେସର ନିର୍ବାଚନୀ ସଭା

masiha

Leave a Comment

error: Content is protected !!