ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଲପଡ଼ାଗ୍ରାମ ପାଇଁ ଗୌରବ ଆଣିଲେ ତପସ୍ଵିନୀ ନାଏକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗଲାପଡା ଗ୍ରାମର ତପସ୍ଵିନୀ ନାଏକ ସଫଳତା ହାସଲ କରିଛନ୍ତି l ଏହି ପରୀକ୍ଷାରେ ସେ ୨୮୫ ତମ ସ୍ଥାନ ସ୍ଥାନ ଅଧିକାର କରିଛନ୍ତି l ସେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଅତିରିକ୍ତ ସ୍କୁଲ୍ ଶିକ୍ଷା ଅଧିକାରୀ ସ୍ବର୍ଗତ ଭାଗିରଥୀ ନାଏକ ଙ୍କ କନ୍ୟା ଅଟନ୍ତି lସାରଙ୍ଗ ସ୍ଥିତ ଜୱାହର ନବୋଦୟ ବିଦ୍ୟାଳୟରୁ ମାଟ୍ରିକ ପାସ କଲାପରେ ଢେ଼ଙ୍କାନାଳ କଲେଜରେ ଯୁକ୍ତ ଦୁଇ ଓ ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ନାତକ ପାଠ ପଢି ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଚଳାଇ ଥିଲେ l ତାଙ୍କର ଏହି ସଫଳତା ହାସଲ ପରେ ନିଜେ ଖୁସି ହେବା ସହ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଚାଲିଛି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଧରାକୋଟ ରେ ପଞ୍ଚୁଦଣ୍ଡ ମହାମିଳନ 

Sunil Chandra Nayak

ପି ଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗୀତା କାର୍ଯ୍ୟକ୍ରମ

masiha

ଝାଡ଼ଖଣ୍ଡ ପ୍ରସିଦ୍ଧ ହରିଣା ଶୈବପୀଠରେ ସପ୍ତାହଵ୍ଯାପୀ ରଜ ସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ହରିଣା ମେଳା ; ହଜାର ହଜାର ମାନସିକଧାରୀ ଙ୍କ ସମାଗମ 

Sunil Chandra Nayak

Leave a Comment

error: Content is protected !!