ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗନବାଡ଼ି କର୍ମୀ ଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା

ପଲନା: ୦୫/୦୮ – (ମନିସ):- ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଲ ପଞ୍ଚାୟତ ଅନ୍ତର୍ଗତ କାନ୍ଦୁଲଝର ଗ୍ରାମର ଅଙ୍ଗନବାଡ଼ି କର୍ମୀଙ୍କ ବିୟୋଗ ହୋଇଥିବା ଜଣାପଡିଛି। କର୍ମଚାରୀଙ୍କ ଜନ୍ମ ଗତ ତା ୦୫/୦୭/୧୯୭୧ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାମ ଶ୍ରୀମତୀ ରଙ୍ଗୀଲତା ଡଙ୍ଗରୀ ବୋଲି ଜଣାପଡିଛି, ହେଲେ ତାଙ୍କର ଗତ ତା ୦୫/୦୮/୨୦୨୩ ରିଖ ଶନିବାର ଦିନ ଭବାନୀପାଟଣା ମୂଖ୍ଯ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମରଶରୀରକୁ ନିଜ ଗ୍ରାମସ୍ଥିତ ଶ୍ମଶାନ ରେ ଶବଦାହ କରାଯାଇଥିଲା। ତାଙ୍କର ଏକ ମାତ୍ର ପୁତ୍ର ଯାହାର କି ୧୨ ବର୍ଷ ହେବ ସେ ତାଙ୍କ ମାଁଙ୍କର ମୁଖାଗ୍ନି ଦେଇଥିଲେ। ଏନେଇ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିବାବେଳେ ଅଞ୍ଚଳରେ ଶୋକର ଛୟା ଖେଳିଯାଇଛି।

ପଳନାରୁ ଡମ୍ବରୁଧର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବିଶ୍ଵ ଶାନ୍ତି ଦିବସରେ ବିଭିନ୍ନ ରାଷ୍ଟ୍ରରେ ଶାନ୍ତି ପ୍ରତିଷ୍ଠା ଓ ଜନ ଗଣଙ୍କୁ ମୋୖଳିକ ସୁବିଧା ଯୋଗାଇ ଦେବା ଦାବିରେ ବାମପନ୍ଥୀ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଦାବି ଦିବସ ଓ ବିକ୍ଷୋଭ

masiha

ବସ୍ ଧକ୍କାରେ ଯୁବକ ଗୁରୁତର 

Sunil Chandra Nayak

ରିଷିଡ଼ା କୁମ୍ଭାରପଡ଼ା ଠାରେ ବିଧାୟିକାଙ୍କ ଦ୍ୱାରା ନୂତନ କଲ୍ୟାଣ ମଣ୍ଡପ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!