ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ କଲ୍ଯାଣର ଜରୁରୀକାଳୀନ ବୈଠକ ଅନୁଷ୍ଠିତ

ପଲନା:୦୪/୦୮ – (ମନିସ):- ଆଜି ଯଥା ୦୪/୦୮/୨୦୨୩ ରିଖ ଦିନ ଭବାନୀପାଟଣା ସଦର ବ୍ଳକ ପଲନା ସ୍ଥିତ ଉପସ୍ବାସ୍ଥ୍ଯ କେନ୍ଦ୍ର ଠାରେ ଗାଁ କଲ୍ଯାଣର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅର୍ତ୍ତଲ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆଦିତ୍ୟ ଦାସ, ସଂଯୋଜକ ଶ୍ରୀ ମହାଦେବ ରାଉତ ଯୋଗ ଦେଇ ଉଦଘାଟନ କରିଥିଲେ। ବୈଠକରେ ଏଏନଏମ୍ ଯଶୋବନ୍ତି ମାଝୀ, ସି.ଏଚ.ଓ କ୍ରିଷ୍ଣା ବାଗ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆଶା ଦିଦି ଓ ଅଙ୍ଗନଓ୍ବାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ।

ପଲନା ରୁ ଡମ୍ବରୁଧର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା 

masiha

ଭାଲୁ ଆକ୍ରମଣରେ ଜଣେ ମୃତ 

masiha

ଆଜି ବି ବଞ୍ଚି ରହିଛି ମାନବିକତା , ଭୁଲ ରେ ପଡ଼ିଥିବା ଟଙ୍କା କୁ ଫେରାଇଦେଲେ ବିଶ୍ଵାମିତ୍ର

Sunil Chandra Nayak

Leave a Comment

error: Content is protected !!