ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଣ୍ଡୁରିଆରେ ମୃତ ଯବାନଙ୍କୁ ଗାର୍ଡ ଅଫ ଅନର ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲା ପ୍ରଶାସନ ଓ ଗ୍ରାମବାସୀ 

ମୟୂରଭଞ୍ଜ- ୭/୮ ( ମସିହା) ଇଣ୍ଡୋ ତିବତ ଚୀନ ସୀମାରେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ। ମୟୁରଭଞ୍ଜ ଜିଲ୍ଲାର ବାମାନଘାଟୀ ଉପଖଣ୍ଡ ବିଶୋଇ ଥାନା ବନେଇକଳା ଗ୍ରାମ ପଞ୍ଚାୟତ ଗୁଣ୍ଡୁରିଆ ଗ୍ରାମର ଗୋପାଳ ନାଏକଙ୍କ ପୁତ୍ର ରାଜୀବ ନାଏକ ଇଣ୍ଡୋ ତିବତ ସୈନ୍ୟବଳ ସିକିମ ଚୀନ ସୀମାରେ କାର୍ଯ୍ୟରତ ଥିଲେ। ଗତ ଶନିବାର ଦିନ ହୃଦଘାତରେ ତାଙ୍କର ମୃତ ହୋଇଥିଲା। ସେଠାରୁ ତାଙ୍କର ମୃତଦେହ କଲିକତା ଦେଇ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା।

ଆଜି ଏକ ସ୍ୱତନ୍ତ୍ର ସୁସଜିତ ଆର୍ମି ଗାଡ଼ିରେ ଭୁବନେଶ୍ୱରରୁ ୧୨୦ ବାଟାଲିୟନର ଫୌଜିମାନେ ରାଜୀବଙ୍କ ମର ଶରୀର ପୈତୃକ ଗ୍ରାମ ଗୁଣ୍ଡୁରିଆକୁ ସଡକ ପଥରେ ପହଞ୍ଚାଇ ଥିଲେ। ଜାତୀୟ ରାଜପଥ ୪୯ ବନେଇକଳା ଛକ ଠାରୁ ଅଵହୁ ସଂଖ୍ୟା ରେ ଅଂଚଳଵାସୀ ଏକ ବିଶାଳ ପଟୁଆରରେ ନିଜ ପୈତୃକ ଘରକୁ ନେଇ ଆସିଥିଲେ। ପରମ୍ପରା ଅନୁଯାୟୀ ଶବକୁ ପରିବାର ଓ ଗ୍ରାମବାସୀ ସମ୍ମାନ ଜଣାଇବା ପରେ ଗ୍ରାମ ସ୍ମଶାନରେ ଗାର୍ଡ ଅଫ ଅନର ସହ ତପ ସଲାମୀ ଦିଆଯାଇଥିଲା। ଏହାପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବୀର ଷୈନିକ ରାଜୀବ ଅମର ରହେ ।ଭାରତମାତାକୀ ଜୟ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ । ରାଜୀବଙ୍କ ପରିବାରରେ ପିତାମାତା, ସ୍ତ୍ରୀ ସହ ୩ ସନ୍ତାନ ରହିଛନ୍ତି। ସ୍ଥାନୀୟ ପ୍ରଶାସନ ପୋଲିସ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅଶ୍ରୁଳ ବିଦାୟ ଦେଇଥିଲେ।

     ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ବାସନ ଧୋଇବାକୁ ଯାଇ ପୋଖରୀରେ ଖସି ଜ୍ୟୋତ୍ସ୍ନାଙ୍କର ମୃତ୍ୟୁ

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଉଦ୍‌ଘାଟିତ

masiha

ଶିକ୍ଷକ ସଂଘର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort