ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣଧୀନ ଶ୍ରୀଜଗନ୍ନାଥ ମନ୍ଦିର କାମ ତଦାରଖ କଲେ ଜିଲ୍ଲାପାଳ

ପାପଡାହାଣ୍ଡି, 09/08, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଗସ୍ତରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କୋମଳଚ ମିଶ୍ର ଗସ୍ତ କରିଥିଲେ | ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ନିର୍ମାଣଧିନ କାମ ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ଵିତୀୟ ପର୍ଯାୟ ଚାଲିଥିବା କାର୍ଯ୍ୟର ତଦାରଖ କରୀଥିଲେ। ଏହି ସମୟରେ ITDA ର ଅଧିକାରୀ ଅଶ୍ମ1ନ ପଟ୍ଟନାୟକ, ତାପସ ପଟ୍ଟନାୟକ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପୂଜା କମିଟି ସନ୍ତୋଷ କୁମାର ପାଣିଗ୍ରାହୀ, ବିକୁନା ଲେଙ୍କା, ନିର୍ମଳ ବିଷୋୟୀ, ଯୋଗେନ୍ଦ୍ର ପ୍ରଧାନ, ଲମ୍ବୁ ହରିଜନ, ସନ୍ତୋଷ ହେରେନା ଉପସ୍ଥିତ ଥିଲେ | ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଏବଂ ମନ୍ଦିର ପାହାଚ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ଆଲୋକୀକରଣ ଓ ପରିପାର୍ଶ୍ଵିକ ଦିଗ ଉପରେ ସମୀକ୍ଷା ସହ ତୁରନ୍ତ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ମୈଦଲପୁର ଶ୍ରୀ ଜଗନ୍ନାଥ ମନ୍ଦିର ପୂଜା କମିଟି ଓ ବିଭାଗ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡ଼ଃ କୋମଳଚ ମିଶ୍ର ନିର୍ଦେଶ ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ପୁରସ୍କାରରେ ରେ ୧୦ ଲକ୍ଷ ଅର୍ଥରାଶି ସହ ସ୍ମୃତି ଫଳକ ଓ ମାନପତ୍ର:

Sunil Chandra Nayak

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନ୍ ପକ୍ଷରୁ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ

masiha

ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର 

Leave a Comment

error: Content is protected !!