ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ମହାଦଳିତ ପରିସଂଘ ତରଫରୁ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର-(ମସିହା) କୋରାପୁଟ ଜିଲ୍ଲା ଜୟପୁରର ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାତ କୁମାର ପରିଡ଼ା ( ଓଏଏସ୍) ଙ୍କୁ ଆଜି ଓଡ଼ିଶା ମହାଦଳିତ ପରିସଂଘ ତରଫରୁ ଫୁଲ ତୋଡା ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶାର ମହାଦଳିତ ପରିସଂଘର ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ଖରା, ଆବାହକ ପ୍ରବୀର ପାତ୍ର,ଓଡିଶା ମହାଦଳିତ ପରିସଂଘର ମହିଳା ସେଲ୍ ର ଆବାହକ ମନସ୍ମିନୀ ଟାକ୍ରୀ, କୋରାପୁଟ ଜିଲ୍ଲା ମହାଦଳିତ ପରିସଂଘର ସଭାପତି ରାଜିବ ଟାକ୍ରୀ, ଯାକବ ଗାଣ୍ଠା, ସୁରେନ୍ଦ୍ର ଖରା, ନୀଳମାଧବ ହରିଜନ, ଜିଲ୍ଲା ସମ୍ପାଦକ ଭାଗିରଥି ଟାକ୍ରୀ, ଉପଦେଷ୍ଟା ଜି. ମହେଶ୍, ସୁଶିଳ ବାଘ, ପ୍ରମୁଖ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ. ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ

masiha

ରାୟଗଡ ଓକିଲ ସଂଘ ପାଳିଲା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ 175ତମ ଜନ୍ମ ଜୟନ୍ତୀ

Sunil Chandra Nayak

ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ୬୫୦୩ ଜଣ ଶିଶୁକୁ ଖୁଆଇଲେ ପୋଲିଓ ବୁନ୍ଦା 

Sunil Chandra Nayak

Leave a Comment

error: Content is protected !!