ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧୪ତମ ରାଜା ଅନୁପ ସିଂ ଦେଓ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ଜୋରାବନ୍ଦ କୁ ହରାଇ ଜାମଖୁଣ୍ଟା ଚମ୍ପିୟାନ

ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଚାଲିଥିବା ୧୪ ତମ ରାଜା ଅନୁପ ସିଂ ଦେଓ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚ ଜୋରାବନ୍ଦ ଏବଂ ଜାମଖୁଣ୍ଟା ଦଳ ମଧରେ ହୋଇଥିଲା l ଉଭୟ ଦଳ ପ୍ରଥମ ରୁ ଆକ୍ରମଣତ୍ମକ ଖେଳ ପ୍ରଦର୍ଶନ କରିଥିଲେ କିନ୍ତୁ ଜାମଖୁଣ୍ଟା ଦଳ ନିର୍ଦ୍ଧାରିତ ସମୟ ର ପ୍ରଥମାରର୍ଦ୍ଧ୍ଵ ରେ ଏକ ଗୋଲ ଦେଇ ଅଗ୍ରଣୀ ରହିଥିବା ବେଳେ ଆକ୍ରମଣତ୍ମକ ଖେଳ ଜାରି ରଖି ଦ୍ଵିତୀୟlର୍ଧ୍ଵ ରେ ଜୋରାବନ୍ଦ ଏକ ଗୋଲ ସ୍କୋର କରି ମ୍ୟାଚ କୁ ପ୍ରତ୍ୟାବର୍ତନ କରିଥିଲା lଫଳରେ ନିର୍ଦ୍ଧାରିତ ସମୟ ଖେଳରେ ଜାମଖୁଣ୍ଟା ଏବଂ ଜୋରାବନ୍ଦ ଦଳ ୧ -୧ ଗୋଲ ବ୍ୟବଧାନ ରେ ଡ୍ର ରହିଥିଲା l ପରେ ୫ -୫ ମିନିଟ ଅତିରିକ୍ତ ସମୟ ମଧ୍ୟ ରେ କେହି କାହାରିକୁ ଗୋଲ ଦେଇ ପାରି ନ ଥିଲେ ପରେ ପେନାଲଟି ସୁଟ ଜରିଆରେ ଜାମଖୁଣ୍ଟା ଦଳ ୪-୩ ଗୋଲ ବ୍ୟବଧାନ ରେ ବିଜୟୀ ହୋଇ ଚମ୍ପିୟାନ ହୋଇ ଥିଲା l ପରେ ଟୁର୍ନାମେଣ୍ଟ ର ମୁଖ୍ୟ ଆୟୋଜକ ଅନୁପ ସିଂ ଙ୍କ ନାତି କୁମାର ଅଙ୍କିତ ସିଂ ଦେଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଏବଂ ସମ୍ମାନୀୟ ଅତିଥି ଭାବରେ ଖଡ଼ିଆଳ ନଗରପାଳ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ପୂର୍ବତନ ଫୁଟବଲ ଖେଳାଳୀ ଛବି ସାଗର, ୫ ନମ୍ବର ୱାର୍ଡ କାଉନସିଲର ସୁନୀଲ ସାହୁ, ପୂର୍ବତନ ଏନଏସି ଅଧ୍ୟକ୍ଷ ନିମାଇଁ ଚରଣ ତାଣ୍ଡି, ବିଜେଡି ଉପ ସଭାପତି ମନୋଜ ଦୀପ ପ୍ରମୁଖ ଯୋଗଦେଇ ବିଜୟୀ ଜାମଖୁଣ୍ଟା ଦଳକୁ ନଗଦ ୭ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅଫ ଜୋରବନ୍ଦ ଦଳ କୁ ନଗଦ ୫ ହଜାର ଟଙ୍କା ସହ ରନର୍ସ ଟ୍ରଫି ପ୍ରଦାନ କରିବା ସହ ଉଭୟ ଟିମ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ମୁଖ୍ୟ ରେଫରୀ ଭାବରେ ତାପସ ପତି ଖେଳ ପରିଚାଳନା କରିଥିବା ବେଳେ ଲାଇନ ରେଫରୀ ଭାବେ ସୌରଭ ପଣ୍ଡା ଏବଂ ସୁଶାନ୍ତ ସ୍ୱାଇଁ ଦାୟିତ୍ୱ ତୁଲାଇ ଥିଲେ l ପ୍ରକାଶ ପାତ୍ର, ଜିତେନ୍ଦ୍ର ନାୟକ, ପୁର୍ଣ୍ୟତୋଷ ମୁଣ୍ଡ. ଏବଂ ନନ୍ଦୁ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ l ଟୁର୍ନାମେଣ୍ଟ କୁ ସଫଳତା ର ଆୟୋଜନ କରିବାରେ ଆୟୋଜକ କୁମାର ଅଙ୍କିତ ସିଂ ଦେଓ,ବିବେକ ୟାଦବ, ପ୍ରଭୁଦତ୍ତ ଗୌଡ଼, ମହମ୍ମଦ ଆକିବ ରାଜା, ଦୀପକ ମହାପାତ୍ର, ତାପସ ପତି ପ୍ରମୁଖ ସହଯୋଗ କରିଥିଲେ..

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ଚକୋଟିଆ ଭୁଞ୍ଜିଆ ଆଦିବାସୀ ଆଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇ ଯାତ୍ରା ପାଳିତ

Sunil Chandra Nayak

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort