ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉଦଘାଟନ

ନୂଆପଡା,//  ନୂଆପଡା ଜିଲ୍ଲା ଖଡ଼ିଆଳ ଏନ ଏ ସିର ସୌନ୍ଦର୍ଯ୍ୟ କରଣ ନେଇ ଜନସାଧାରଣଙ୍କ ପାଇଁ ତିଆରି ହୋଇଥିବା ଇୟର ଗେମ କଲେଜ, ଜଗିଙ୍ଗଟ୍ରାକ କଲେଜ, ଦୁଇଟି ସେଲ୍ଫି ପଏଣ୍ଟ ଆମର ଖଡ଼ିଆଳ ଓ ଆଇ ଲଭ ଖଡ଼ିଆଳ, ଲାଲ ବାହାଦୂର ଶାସ୍ତ୍ରୀ ମିନି ପାର୍କକୁ ସ୍ୱାଧୀନତା ଦିବସ ଅବସରରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ କର କମଲରେ ଉଦଘାଟିତ ହୋଇଥିଲା । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଏନ ଏ ସି ଅଧ୍ୟକ୍ଷ ଉଜ୍ଜ୍ବଳ ଗୁପ୍ତା, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଖଡ଼ିଆଳ ସ୍ୱୟଂ ସାଶୀତ ମହାବିଦ୍ୟାଳର ଅଧ୍ୟକ୍ଷ ତରୁଣ ପ୍ରଧାନ, ଅଧ୍ୟାପକ ଡ ପଦ୍ମଲୋଚନ ବର୍ମା, ସମେତ କାଉନସିଲର ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

masiha

ଗୋଲାମୁଣ୍ଡା ବ୍ଲକ ପାଇଁ ଦେବଦୂତ ସାଜିଲା ‘ବିନ୍ଦୁମିନା ସେବା ଫାଉଣ୍ଡେସନ

Sunil Chandra Nayak

ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ସହରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା କଡ଼ାକଡ଼ି, ନୂଆପଡ଼ା,ପଦମପୁର ରାସ୍ତାରେ ଶୀଘ୍ର ଲାଗୁ ହେବ ଇଣ୍ଟେଲିଜେଣ୍ଟ ଟ୍ରାଫିକ ଏନଫୋର୍ସମେଣ୍ଟ ସିଷ୍ଟମ

Sunil Chandra Nayak

Leave a Comment

error: Content is protected !!