ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡା ରେ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲ ସ୍ଥାନାନ୍ତର

କୋକସରା,୧୬/୮// କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର କସ୍ତୁରୀ ନଗର ପଡାରେ ରହୁଥିବା ବବୃବାହାନ ଚନ୍ଦନଙ୍କ ପୁଅ ବିଟୁନ ଚନ୍ଦନ(୨୦)କୁ ଏକ ସାପ କାମୁଡି ଥିବା ଜଣାପଡିଛି । ବୁଧବାର ସନ୍ଧ୍ୟାରେ ପାଳ ଗଦାକୁ ଛତୁ ତୋଳିବାକୁ ଯାଇଥିବା ବେଳେ ପାଳ ଗଦାରେ ଥିବା ଏକ ବିଷାକ୍ତ ନାଗ ସାପ ଡାହାଣ ହାତ ପାପୁଲିରେ ଦଂଶନ କରିବାରୁ ଗୁରୁତର ଅବସ୍ଥାରେ ତାକୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସମୀକ୍ଷା ସମନ୍ବିତା ଶତପଥୀଙ୍କୁ ସମ୍ବର୍ଦ୍ଧିତ କଲା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “

masiha

ସାବିତ୍ରୀ ନାଏକ ନିଖୋଜ: ଖୋଜରେ ଅଛନ୍ତି ସମାଜିକ ସହଯୋଗ ବସନ୍ତପୁର ପଞ୍ଚାୟତ, କେନ୍ଦୁଝର ଜିଲ୍ଲା, ଝୁମ୍ପୁରା ବ୍ଲକ

Sunil Chandra Nayak

ଆଦର୍ଶ ପାଠାଗାରର ସାଧାରଣ ପରିଷଦର ବୈଠକରେ ଭଞ୍ଜଭଵନ ସ୍ଥିତି ନେଇ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ

masiha

Leave a Comment

error: Content is protected !!