ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

Big breaking –  ମାଓବାଦୀ ଙ୍କ ତାଣ୍ଡବ ,ଜାଳି ଦେଲେ ଜେସିପି

ମାଓବାଦୀ ଙ୍କ ବର୍ବର କାଣ୍ଡ,ଜେସିବି ପୋଡିବା ସହ ଲେଣ୍ଡ ମାଇନ୍ସ ରେ ଫରେଷ୍ଟ କ୍ବାଟର ଉଡାଇଥିବା ସୁଚନା । ନୂଆପଡା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁ ର ଘଟଣା । ବିଳମ୍ବିତ ରାତିରେ ପାଖାପାଖି ୫୦ ରୁ ଉର୍ଦ୍ଧ ମାଓବାଦୀ ଆସି ଏଭଳି କରିଥିବା ସୁଚନା । ପୋଲିସ ପକ୍ଷରୁ ମାଓ ଦମନ କାର୍ଯ୍ୟକ୍ରମ କୁ ବିରୋଧ । ଆସନ୍ତା ୨୫ ଅଗଷ୍ଟ ଗରିଆବନ୍ଧ, ଧମତରୀ, ନୂଆପଡା,ନବରଙ୍ଗପୁର ଓ କାଙ୍କେର ଜିଲ୍ଲାରେ ବିରୋଧି ଦିବସ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ବାନ । ପୋଷ୍ଟର ରେ ଭାକପା ନୂଆପଡା ମୈନପୁର ଡିଭିଜନ କମିଟୀ ମାଓବାଦୀ ବୋଲି ଉଲ୍ଲେଖ ରହିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ:ଭିଜିଲାନ୍ସ ଜାଲରେ ବୃନ୍ଦାବାହାଲ ସରପଞ୍ଚ। ୫.୪ ଲକ୍ଷ୍ୟ ଟଙ୍କା ଜବତ କଲା ଭିଜିଲାନ୍ସ ବିଭାଗ

masiha

ବୋରଗୁଡା ବୋର ପଦର ପଡ଼ାରେ ମହିଳାଙ୍କ ଆତ୍ମହତ୍ୟା, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲେ

ଜଣେ ବ୍ଯକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା 

masiha

Leave a Comment

error: Content is protected !!