ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ,  ଜିଲ୍ଲା ଦାବୀ କୁ ତ୍ଵରାନିତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ର ଏକ ଜରୁରୀ ବୈଠକ

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ କୁ ତ୍ଵରାନିତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ର ଏକ ଜରୁରୀ ବୈଠକ ହୋଟେଲ ରୟାଲ ପେଲେସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟର ଆବାହକ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, କେମିଷ୍ଟ୍ରି ଏଣ୍ଡ ଡ୍ରଗିଷ୍ଠ ଆସୋସିଏସନ୍ ର ସଂପାଦକ ହୃଷୀକେଶ ମିଶ୍ର, ଓକିଲ ସଂଘ ସଭାପତି ପ୍ରସନ୍ନ ଅଗସ୍ତି, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ଓବିସି ନେତା ଡମ୍ବରୁ ଧର ଲହଜଲ, ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁ, ସିଟିଜେନ ଫୋରମ ର ସଭାପତି ବଙ୍କିମ ସାଗର, ଓୟୁଜେ ସାମ୍ୱାଦିକ ସଂଘର ଜିଲ୍ଲା କାର୍ଯ୍ୟକାରି ସଭାପତି ବିରଞ୍ଚି ନାରାୟଣ ଜାଲ, ପୁର୍ବତନ ସରପଞ୍ଚ ଘନଶ୍ୟାମ ଅଗ୍ରୱାଲ, ଲକ୍ଷ୍ମୀକାନ୍ତ ବାଗ, ବରିଷ୍ଠ ନାଗରିକ ସଂଘର ସୁନୀଲ ପାତ୍ର, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ପାଣିଗ୍ରାହି, ପ୍ରଦୀପ ଦାସ, ସରକାରୀ ଓକିଲ ରାଜେନ୍ଦ୍ର ମୁନି, ଅଜିତ କୁମାର ସାହୁ, ବିଜେଡି ନେତା ବିବେକ ରଞ୍ଜନ ମିଶ୍ର ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ,ଦୁଇ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବୀ ହୋଈ ଆସୁଛି । ଧର୍ମଗଡ ଉପଖଣ୍ଡ ର ଭୌଗଳିକ ସ୍ଥିତି , ଜନସଂଖ୍ୟା ଏଵଂ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଭିତ୍ତି ଭୂମୀ କୁ ଦେଖିଲେ ଏହା ନବ ଗଠିତ ନୂଆପଡା ଜିଲ୍ଳା, ଦେବଗଡ ଜିଲ୍ଲା, ବୌଦ୍ଧ ଜିଲ୍ଳା,ଝାରସୁଗୁଡ଼ା ଜିଲ୍ଲା ଠାରୁ ଅଧିକା । ଧର୍ମଗଡ, କୋକସରା, ଗୋଲାମୁଣ୍ଡା, କଲମପୁର, ଜୟପାଟଣା ଓ ଜୁନାଗଡ ବ୍ଲକ ର ମୋଟ ୧୪୧ ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠିତ ଏହି ଉପଖଣ୍ଡ ର ମୋଟ ଜନସଂଖ୍ୟା ହେଉଛି ୭ଲକ୍ଷ ୭୨ ହଜାର ୨୭୭ ଏଥି ମଧ୍ୟରୁ ୩,୮୨,୭୬୮ ପୁରୁଷ ଓ ୩,୮୯,୫୦୯ ମହିଳା ଅଟନ୍ତି । ଜନସଂଖ୍ୟା କୁ ହିସାବ କଲେ ଦେବଗଡ ଜିଲ୍ଲା ର ଜନସଂଖ୍ୟା ୩,୧୨,୫୨୦ ର ଏହା ଦୁଇ ଗୁଣ ରୁ ଅଧିକା । ପୁନଶ୍ଚ ଏହା ଛତିଶଗଡ଼ ସୀମା କୁ ଲାଗି ରହିଥିବା ବେଳେ ପ୍ରଶାସନ କୁ ଲୋକଙ୍କ ନିକଟତର କରିବା ପାଇଁ ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ନିହାତି ଆବଶ୍ୟକ ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। 

ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ୱର ରେ ସମସ୍ତେ ଧର୍ମଗଡ ଜିଲ୍ଲା ଗଠନ ଦାବୀ ଦୋହରାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ନୂତନ ଶିକ୍ଷାର୍ଥୀ ଚୟନ ଶିବିର 

masiha

ନୂଆପଡା ନୂତନ ଆରକ୍ଷୀ ଅଧ୍ୟକ୍ଷକ ଭାବରେ ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡୀ ଙ୍କ ଯୋଗଦାନ

Sunil Chandra Nayak

ଆଦିବାସୀ ମେଳାରେ ସମ୍ମାନିତ ହେଲେ ଆମପାଣିର ଲୋକ କଳାକାର କୁମୁଦ ପୁଝାରୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort