ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେପରଓ୍ବା ଡ୍ରାଇଭିଂ ଘର ଭିତରେ ପଶିଗଲା ଟ୍ରାକ୍ଟର । ଜଣେ ଗୁରୁତର।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରରେ ଆଜି ସଂଧ୍ୟାରେ ବେ ପରଓ୍ବା ଗାଡି ଚାଳନା ଯୋଗୁଁ ଏକ ବଡ ଅଘଟଣ ଘଟିଛି । ହାଇସ୍କୁଲ ନିକଟରେ ଥିବା ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର ଙ୍କ ମେଡିକାଲ ଷ୍ଟୋର କୁ ଏକ ମଟର ସାଇକଲ କୁ ଧକ୍କା ଦେଇ ଘରେ ପଶିଯାଇ ଥିଲା ଟ୍ରାକ୍ଟର । ଫଳରେ ବାଇକ ଆରୋହୀ ଟିକେଶ୍ବର ବୋଡକିଆ ଗୁରୁତର ଆହତ ହୋଇ ଭବାନୀପାଟଣା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ଟ୍ରାକ୍ଟର ର ବେଗ ଏତେ ଯୋରରେ ଥିଲା ଯେ ଏକ ମାରୁତି ଆରଟିଗା କୁ ଧକ୍କା ଦେବାପରେ ଗାଡିଟି ଚୁରମାର ହୋଇଯାଇଛି । ଧର୍ମଗଡ ପୋଲିସ ଡ୍ରାଇଭର ଓ ଗାଡିକୁ ଜଵତ କରି ତଦନ୍ତ ଆରମ୍ଭ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧ – ପୂର୍ବତନ ବିଧାୟକଙ୍କ ପରଲୋକ , ୨- ବିଦ୍ୟୁତ ତାର ସଂସ୍ପର୍ଶିରେ ଆସି ଜଣେ ଗୁରୁତର , ୩- ଜଙ୍ଗଲ ମଧ୍ୟରେ ଚାଷ ନିଷ୍ପତି  , ୪- ଲମ୍ବୋଦରପୁର ଗ୍ରାମ ନିକଟ ଗଛରେ ଅଜଣା ଲୋକର ଝୁଲନ୍ତା ମୃତଦେହ ଠାବ  , ୫ – ଆଳତୁମା ଦଧିବାମନ ଜୀଉ ମନ୍ଦିର ପରିଚାଳନା କିମିଟି ତରଫରୁ ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ଅଗଷ୍ଟ ମାସ ୧୦ତାରିଖ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଶୁଣାଣି ଶିବିର

Sunil Chandra Nayak

ଡିପିଏଲ କ୍ରିକେଟ ଖେଳର ଚମ୍ଫିୟନ ହେଲା ରୟାଲ ଷ୍ଟ୍ରାଇକର ଦଳ 

masiha

Leave a Comment

error: Content is protected !!