ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ଗଣ ମାଧ୍ୟମ ରେ ପଞ୍ଚାୟତ ରାଜ ବ୍ୟବସ୍ଥା ନେଇ ସରପଞ୍ଚ ଅସନ୍ତୋଷ ଜାହିର କଲେ

ତେନ୍ତୁଳିଖୁଣ୍ଟି -୨୯/୦୮/୨୩  // ଆଜି ତେନ୍ତୁଳିଖୁଣ୍ଟି ବ୍ଳକର ଦିଗି ପଂଚାୟତ ର ଯୁବ ସରପଞ୍ଚ କିଶୋର ନାୟକ ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚ ର ଭୂମିକା କୁ ନେଇ ସାମାଜିକ ଗଣ ମାଧ୍ୟମ ରେ ଅସନ୍ତୋଷ ଜାହିର କରି ଲେଖିଛନ୍ତି ।ପଞ୍ଚାୟତରାଜ ବ୍ୟବସ୍ଥାରେ ଜିଲ୍ଲାପରିଷଦ, ସମିତିସଭ୍ୟ ଓ ସରପଞ୍ଚ ତିନି ଥାକିଆ ବ୍ୟବସ୍ଥା ଏ ବ୍ୟବସ୍ଥା ମଧ୍ୟରେ ପ୍ରାଥମିକ ସ୍ତରରେ ତଥା ଗ୍ରାମପଞ୍ଚାୟତ ସ୍ତରରେ ମୁଖ୍ୟ ଭୂମିକା ନିର୍ବାହ କରନ୍ତି ସରପଞ୍ଚ ,କିନ୍ତୁ ବ୍ଲକ ଓ ଜିଲ୍ଲା ସ୍ତରରେ ସରପଞ୍ଚ ମାନଙ୍କ କ୍ଷମତାକୁ ଅପହରଣ କରି ସରପଞ୍ଚ ମାନଙ୍କୁ ପଙ୍ଗୁ କରିଦିଆଯାଉଛି l ପ୍ରାଥମିକ ସ୍ତରରେ ଗାଁ କୁ ଗାଁ ବୁଲି ଜଣେ ସରପଞ୍ଚ ହିଁ ଜାଣିପାରେ କି ପ୍ରକୃତରେ କିଏ ବାର୍ଦ୍ଧକ୍ୟଭତ୍ତା ପାଇଁ ଯୋଗ୍ୟ, କିଏ ରାସନକାର୍ଡ ପାଇବାର ଯୋଗ୍ୟ, କିଏ ଆବାସଯୋଜନାରେ ସାମିଲ ହେବାର ଯୋଗ୍ୟ, କେଉଁ ପଡ଼ାର ରାସ୍ତା ନିର୍ମାଣ ହେବ, କେଉଁ ସ୍କୁଲର ପୁନଃରୁଦ୍ଧାର ହେବ, ପାନୀୟ ଜଳର ସୁବ୍ୟବସ୍ଥା କେମିତି ହେବ ଏମିତି କି ଗୋଟେ ଗ୍ରାମପଞ୍ଚାୟତର ସମସ୍ତ ସମସ୍ୟା ବିଷୟରେ ସରପଞ୍ଚ ପାଖରେ ହିଁ ଖବର ଥାଏ । ଦୁଃଖର ବିଷୟ ସମାଧାନ କରିବାର କ୍ଷମତା ନଥାଏ l କାରଣ ଗ୍ରାମପଞ୍ଚାୟତର ଉନ୍ନତି ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ତରଫରୁ ଆସୁଥିବା ଅନୁଦାନ ରାଶିର ସିଂହ ଭାଗ ଜିଲ୍ଲା ଓ ବ୍ଲକ ସ୍ତରରେ ରଖି ଅଳ୍ପ ଅନୁଦାନ ରାଶି ପଞ୍ଚାୟତକୁ ଆସେ, ଯାହାକି ପଞ୍ଚାୟତର ସମସ୍ତ ସମସ୍ୟାର ସମାଧାନ ପାଇଁ ପର୍ଯ୍ୟାପ୍ତ ହୋଇନଥାଏ l ସେ ଗୋଟିଏ ଉଦାହରଣ ଦେଇ ସରପଞ୍ଚ ଙ୍କ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି।ଜଣେ ସରପଞ୍ଚ ପ୍ରକୃତ ହିତାଧିକାରୀମାନଙ୍କ ବାର୍ଦ୍ଧକ୍ୟଭତ୍ତା ପାଇଁ ଚିଠା ପ୍ରସ୍ତୁତ କରି ବ୍ଲକ ସ୍ତରରେ ପହଞ୍ଚାଇ ଥାଏ କିନ୍ତୁ ଉକ୍ତ ହିତାଧିକାରୀ ମାନେ କେବେ ବାର୍ଦ୍ଧକ୍ୟଭତ୍ତା ପାଇବେ ସେ ବିଷୟରେ ସରପଞ୍ଚ ପାଖରେ ଖବର ନଥାଏ l ଯଦ୍ୱାରା ଜଣେ ସରପଞ୍ଚ ପଞ୍ଚାୟତ ବାସୀଙ୍କ ପାଖରେ ସମାଲୋଚିତ ହେବାକୁ ପଡିଥାଏ l ପଞ୍ଚାୟତର ସମସ୍ୟାକୁ ନେଇ ତାଲିକା ପ୍ରସ୍ତୁତ କରିବା ଏବଂ ବ୍ଲକ ଓ ଜିଲ୍ଲା ସ୍ତରରେ ବାରମ୍ବାର ଚିଠି କରିବା ପର୍ଯନ୍ତ ହିଁ ଜଣେ ସରପଞ୍ଚର କ୍ଷମତା ଅଟକି ରହିଛି l ପ୍ରାଥମିକ ସ୍ତରରେ ସମସ୍ୟାର ସଂମ୍ମୁଖୀନ ହେବାକୁ ପଡିଥାଏ ସରପଞ୍ଚ ଙ୍କୁ l ପଞ୍ଚାୟତର ସମସ୍ୟାକୁ ନେଇ ତାଲିକା ପ୍ରସ୍ତୁତ କରିବା ଏବଂ ବ୍ଲକ ଓ ଜିଲ୍ଲା ସ୍ତରରେ ବାରମ୍ବାର ଚିଠି କରିବା ପର୍ଯନ୍ତ ହିଁ ଜଣେ ସରପଞ୍ଚର କ୍ଷମତା ଅଟକି ରହିଛି l ପ୍ରାଥମିକ ସ୍ତରରେ ସମସ୍ୟାର ସମାଧାନ ପାଇଁ ନା ବିଧାୟକ ,ସାଂସଦ ମାନଙ୍କ ଦୃଷ୍ଟି ପଡୁନାହିଁ। l ଯଦ୍ୱାରା ଆଜି ପଞ୍ଚାୟତସ୍ତରରେ ଥିବା ଅତି ଆବଶ୍ୟକୀୟ ସମସ୍ୟା ସବୁ ସମାଧାନ ହେଇପାରୁନାହିଁ l ପ୍ରାଥମିକ ସ୍ତରରେ ସମସ୍ୟାର ସମାଧାନ ପାଇଁ ଯଦି ଜଣେ ସରପଞ୍ଚକୁ ସାମ୍ବିଧାନିକ ପଦ୍ଧତି ଅନୁଯାଇ ତାର ସମସ୍ତ କ୍ଷମତା ପ୍ରଦାନ କରାଯାଇଥାନ୍ତା, ତାହେଲେ ପଞ୍ଚାୟତସ୍ତରରେ ଏତେ ସବୁ ସମସ୍ୟା ଦେଖିବାକୁ ମିଳିନଥାନ୍ତା l ବ୍ଲକରେ ସରପଞ୍ଚ ର କଥାକୁ ଗୁରୁତ୍ୱ ଦେଉ ନ ଥିବା କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି 

   

Related posts

ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ

masiha

420 ଶିକ୍ଷୟତ୍ରୀ ଶିକ୍ଷକ ଡ୍ରେସ କୋଡ଼ ବର୍ଜନ କଲେ

Sunil Chandra Nayak

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି, ବ୍ଲକ ଅଧ୍ୟକ୍ଷଙ୍କ ଆପତ୍ତି  

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort