ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

ନୂଆପଡା, // ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଛି ।ନଗରପାଳ ଉଜ୍ଜଳ ଗୁପ୍ତା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବିକଶିତ କରିବା ସହ ଓଡ଼ିଶା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବାକୁ ନଗରପାଳ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖଡିଆଳ ଏନ ଏ ସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, ୱାର୍ଡ ସଭ୍ୟ ସଭ୍ୟା ନରେନ୍ଦ୍ର ଶବର,ବିନତି ହଂସ, ରେବତୀ ଶବର, ବଜରଙ୍ଗ ଭୋଇ,ଲକ୍ଷ୍ମଣ ଦୁରିଆ,ସୁନିଲ କୁମାର ସାହୁ, ସୁବେର ସିଂ ଦେଓ, ପ୍ରମୁଖ ଯୋଗଦେଇଥିଲେ। ଖଡିଆଳ ସହରକୁ ସୁନ୍ଦର, ସ୍ବଚ୍ଛ ଏବଂ ନିର୍ମଳ କରିବା ନେଇ ଆହ୍ବାନ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଙ୍ଗିରିପୋଷି ଘାଟି ରାସ୍ତା ଜାମ ପାଇଁ ଲୋକେ ହନ୍ତସନ୍ତ

Sunil Chandra Nayak

ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ 

Sunil Chandra Nayak

ପରଲୋକରେ ଷ୍ଟାମ୍ପ ଭେଣ୍ଡର ଦୈତାରି ପ୍ରସାଦ

masiha

Leave a Comment

error: Content is protected !!