ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ଥାନାରେ ନୂତନ ଥାନା ଅଧିକାରୀ

ନୂଆପଡା,//  ନୂଆପଡା ଜିଲ୍ଲା ଖଡ଼ିଆଳ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ପ୍ରଦୀପ ଧରୁଆ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ଧାରୁଆ କଳାହାଣ୍ଡି ଜିଲ୍ଲା ସଦର ଥାନାରେ ଥାନାଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ସେ ଖଡ଼ିଆଳ ଥାନାରେ ଯୋଗଦାନ ପରେ ଖଡ଼ିଆଳ ଅଞ୍ଚଳରେ କିପରି ଆଇନ ଶୃଙ୍ଖଳା ଠିକ କରିବା, ଟ୍ରାଫିକ ସମସ୍ୟା, ବେଆଇନ କାର୍ଯ୍ୟ କଳାପ ଉପରେ ରୋକ ତଥା ସହର ଓ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସହଯୋଗ କରିବା ସହିତ ସହଯୋଗ କାମନା କରିଥିଲେ । ଖଡ଼ିଆଳ ଥାନାରେ ଯୋଗଦାନ ପରେ ବିଭିନ୍ନ ସଂଘଠନର ସଦସ୍ୟ ମାନେ ସାଖ୍ୟାତ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନର୍ଲା ଡମ୍ବ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ 

masiha

ବାରିପଦା ଠାରେ ପାଳିତ ହେଲା ୫୧ତମ ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ 

masiha

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର ,ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ 

Leave a Comment

error: Content is protected !!