ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ବୀମା ତରଫରୁ ୬୭ ତମ ବୀମା ସପ୍ତାହ ପାଳିତ ଅବସରରେ ଏକ ଅଂଶ ପରିବେଶ ସଫା ସୁତୁରା

ନବରଙ୍ଗପୁର–(ମସିହା ) ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଥିବା ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ରେ ୬୭ ତମ ବୀମା ସପ୍ତାହ ପାଳନ କରିବା ଅବସରରେ ଏକ ଅଂଶ କାର୍ଯ୍ୟାଳୟ ପରିସର ଭିତର ଓ ବାହାର ମଧ୍ୟରୁ ଅଳିଆ ଆବର୍ଜନା ସଫା କରିବା l ଏହା ଦ୍ଵାରା ପରିବେଶ କୁ ସ୍ଵଚ୍ଛ ରଖିବା ସହ ରୋଗ ମୁକ୍ତ କରି ବାତାବରଣ କୁ ସୁସ୍ଥ ରଖିବା ହେଉଛି ଏହାର ମୂଳ ଲକ୍ଷ l ଉକ୍ତ କାର୍ଯ୍ୟକ୍ରମ କୁ ଭାରତୀୟ ଜୀବନ ବୀମା ନିଗମ, ନବରଙ୍ଗପୁର ଶାଖା ପରିଚାଳକ ସୀମାଞ୍ଚଳ ରଥ ଙ୍କ ନେତୃତ୍ଵରେ ଅତିରିକ୍ତ ଶାଖା ପରିଚାଳକ ପ୍ରଶାନ୍ତ କୁମାର,ଏ ଏ ଓ ମଙ୍ଗଳ ସିଂ ଓ ବୀମା କର୍ମଚାରୀ ମାନେ ସହଯୋଗ କରି ସଫା ସୂତରା କରିବାରେ ଶ୍ରମ ଦାନ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବର୍ଷାରେ ନଷ୍ଟ ହୋଇଥିବା ଗୃହହିତାଧିକାରୀ ଙ୍କୁ ପଲିଥିନ ବଣ୍ଟନ

Sunil Chandra Nayak

ଏବିଭି୍ପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା  

Sunil Chandra Nayak

୧- ମହାଗୁଡା କଲୋନି ଠାରେ ମହାଦେବ କ୍ରିକେଟ୍ ଟି ଟେନ ଟୁର୍ଣାମେଣ୍ଟ ଉଦଯାପିତ , ୨ – ତିନିଦିନ ନିଖୋଜ ମହିଳା ମୃତ ଦେହ ନଦୀରୁ ଉଦ୍ଧାର

masiha

Leave a Comment

error: Content is protected !!