ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରରେ ଭାଷାଞାନ ପରୀକ୍ଷା ଅନୁଷ୍ଠିତ 

ବନ୍ଧୁଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରରେ ଭାଷାଞାନ ପରୀକ୍ଷା ଅନୁଷ୍ଠିତ 

ବନ୍ଧୁଗାଁ ତା :୧୦/୯/୨୩ // , ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରରେ ଭାଷାଞାନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସ୍କୁଲ ରୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ୧୦ ଜଣ, ହସ୍ତାକ୍ଷର ରେ ୨୦ ଜଣ, ଭାଷାଞାନ ୭୩ ଜଣ ମୋଟ ୧୦୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତା ରେ ହରପ୍ରିୟା ବଡନାୟକ ସରସ୍ବତୀ ଶିଶୁ ମନ୍ଦିର ବନ୍ଧୁଗାଁ (୧) ପ୍ରଥମ,ମଞୁ ହୁଇକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିଲାବାଡି (୨ୟ) , ଆଶିଷ କୁମାର ମହାପାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଧୁଗାଁ ( ୩) ତୃତୀୟ, ଭାଷାଞାନ ରେ ନିଳନ୍ଦିରି ପିଡିକା ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଧୁଗାଁ (୧) ପ୍ରଥମ, କଳ୍ପନା ବାଗ୍ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଧୁଗାଁ (୨) ଦିତୀୟ,କାମେଶ ମାଣ୍ଡିଆ ସାହୁ (୩) ତୃତୀୟ ଏବଂ ହସ୍ତାକ୍ଷର ପ୍ରତିଯୋଗିତା ରେ ସୁକାନ୍ତି କାଡାରାକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିଲାବାଡି ପ୍ରଥମ (୧ମ), ପ୍ରତିମା ମହାନନ୍ଦିଆ ଉଚ ପ୍ରାଥମିକ ବିଦ୍ୟାଳୟ ତୁରୁକୁପେଟା ଦିତୀୟ (୨ୟ) ଏବଂ ଆରତୀ କାଡାରାକା ଉଚ ପ୍ରାଥମିକ ବିଦ୍ୟାଳୟ ତୁରୁକୁପେଟା ତୃତୀୟ ସ୍ଥାନ। ସମସ୍ତ ଉତ୍ତୀର୍ଣ୍ଣ ପ୍ରତିଯୋଗିତା ଙ୍କୁ ସମ୍ବାଦ ଆମ ଓଡିଶା ତରଫରୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଏଥିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ବଡନାୟକ,ବାସୁ ଖରା,ପୁଷ୍ପସିନି ମହାନ୍ତି, ମନୋଜ ମେହେର, ପି ସନ୍ତୋଷ କୁମାର, ୟୁ ରାଇଡୁ,ସିମା କିର୍ଷାନ, ଚନ୍ଦନ କୁମାର ନାୟକ,ବାର୍ଗବି ମହାରଣା ସହିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ ଖାତା ମୂଲ୍ୟାୟନ ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ବ୍ଳକ ପ୍ରତିନିଧି ବେଣୁଧର ଲାବାଲା ପରିଚାଳନା କରିବାବେଳେ ଶ୍ରୀ ଉତମ ନାୟକ (ସକାଳ ପ୍ରତିନିଧି) ସଞ୍ଜିବ କୁମାର ବାଗାଂରି ( ପ୍ରମୟ ପ୍ରତିନିଧି )ସହଯୋଗ କରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଗାରିଡି ପଞ୍ଚାୟତରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ, ଲୋକଙ୍କ ନିକଟତର ହେଉଛି ବିକାଶର ବାର୍ତ୍ତା

masiha

ଇତିହାସ ରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କ ଦ୍ଵାରା ମା ଦୁର୍ଗା ପୂଜା ଅନୁକୂଳ ହେବ 

Sunil Chandra Nayak

ଏକ କି.ମି ଦୂରତାର ଉଚ୍ଚ ସେତୁ ନିର୍ମାଣ ର ଶିଳା ନ୍ୟାସ

masiha

Leave a Comment

error: Content is protected !!