ନିଖୋଜ ସୂଚନା
କାମାକ୍ଷାନଗର (ମନିସ )10/9/23 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାମର୍ଦା ଗ୍ରାମର ଛବି ବିଶ୍ୱାଳ ଙ୍କ ବଡ ପୁତ୍ର ପ୍ରଭାତ ବିଶ୍ୱାଳ (ଓମ )ବୟସ 14 ଗତ ତା-୦୮-୦୯-୨୦୨୩ ରେ କୁଟୁରିଆ ରୁ ସରକାରୀ ବସ ଯୋଗେ ଘରକୁ ଆସୁଥିଲେ ହେଲେ ଆଜି ପର୍ଯ୍ୟନ୍ତ ଘରେ ପହଂଚି ନାହାନ୍ତି l ପ୍ରଭାତ କୁଟୁରିଆ ରେ ତାଙ୍କ ମାମୁଁ ଘରେ ରହି କୁଟୁରିଆ ହାଇ ସ୍କୁଲ ରେ ନବମ ଶ୍ରେଣୀର ପାଠ ପଢୁଥିଲେ l ଯଦି କେହି ସୂ ହୃଦୟ ବ୍ୟକ୍ତି ତାଙ୍କର ସୂଚନା ପାଆନ୍ତି ତେବେ ତୁରନ୍ତ ମୋ-7849082625- -8249554950 ଏହି ନମ୍ବର କୁ ଯୋଗାଯୋଗ କରନ୍ତୁ ।