ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୭ ଦିନରେ ପହଞ୍ଚିଲା “ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ” ଗଣଧାରଣା ,  ସମର୍ଥନରେ ବସିଲେ ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ

୧୭ ଦିନରେ ପହଞ୍ଚିଲା “ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ” ଗଣଧାରଣା ,

 ସମର୍ଥନରେ ବସିଲେ ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବୀ ନେଇ ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ର କର୍ମକର୍ତ୍ତା ଆଜି ଗଣଧାରଣାରେ ବସି “କାନ ଖୋଲି କରି ସୁନ ସରକାର, ଧର୍ମଗଡ ଜିଲ୍ଲା ଆମର ଦରକାର” ବୋଲି ସ୍ଲୋଗାନ ଦେଇଥିଲେ।

ଫେଡେରେସନ ର ଧର୍ମଗଡ ସଭାପତି ବିରଞ୍ଚି ନାରାୟଣ ଜାଲ ଙ୍କ ନେତୃତ୍ଵରେ ଧର୍ମଗଡ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରି ଶତାଧିକ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିଥିବା ଗଣଧାରଣାରେ ବସିଥିଲେ ଓ ଧର୍ମଗଡ ଉପଖଣ୍ଡ କୁ ଶୀଘ୍ର ନୂତନ ଜିଲ୍ଳା ଘୋଷଣା କରିବା ପାଇଁ ଦାବି କରିଥିଲେ।

 ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ର ସଭାପତି ଶ୍ରୀ ବରଞ୍ଚି ନାରାୟଣ ଜାଲ ଙ୍କ ସଭାପତିତ୍ବରେ ପୁର୍ବତନ ବିଧାୟକ ଯୁଗ ରାମ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ଖମାର ହଲଦି ସରପଞ୍ଚ ରବିନ୍ଦ୍ର ମୁଣ୍ଡ, ଉପଦେଷ୍ଟା ଶ୍ୟାମ ସୁନ୍ଦର ନାଗ, ଧରଣୀଧର ଧଙ୍ଗଡା ମାଝି, ଆଇନଜୀବୀ ଦିଗାମ୍ବର ଦୂରୀଆ, ପ୍ରେମ ଲାଲ ସାଗର, ଜୟଦ୍ରଥ ମହାନନ୍ଦ, କ୍ଷେତ୍ର ମୋହନ ସତନାମୀ, ଚକ୍ରଧର ବେଣୁପାଣି, ବରିଷ୍ଠ ସଦସ୍ୟ ଢଗ ମାଳିଆ ନାଏକ, ସତ୍ୟବାନ୍ ନାଏକ, ଅଙ୍କିତ ସେଠୀ, ମହେଶ୍ୱର ସୁନାନୀ, ଅପରେଶ୍ ସ୍ୱାଇଁ, ଭୁବନେଶ୍ୱର ନିଆଲ, ଧର୍ମଗଡ ମୁସଲିମ ଜମାତ୍ କମିଟି ର ସଭାପତି ରଫି ଉଦ୍ଧିନ ଖାଁ ପ୍ରମୁଖ ସଦସ୍ୟାମାନେ ଧାରଣା ରେ ବସି ଧର୍ମଗଡ କୁ ଜିଲ୍ଲା ଦାବୀ ପ୍ରସଙ୍ଗକୁ ଦୋହରାଇ ଥିଲେ ଏବଂ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ। 

ଏହି ଅବସରରେ ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ, କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଲକ୍ଷ୍ମୀକାନ୍ତ ବାଗ, ଜନ୍ମେଜୟ ନାଏକ,ଘନଶ୍ୟାମ ଅଗ୍ରୱାଲ, ସନ୍ତୋଷ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। 

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୧୭ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନିଶିଗନ୍ଧା ଭାଷାପ୍ରତିଷ୍ଠାନର ସର୍ବପ୍ରଥମ “ପ୍ରକୃତି ମିତ୍ର” -୨୦୨୩ ପୁରସ୍କାର ଗ୍ରହଣ କଲେ ବଳରାମ ତରାଇ 

୬୫ ଶତକଡ଼ା ବିକଳାଙ୍ଗ ପ୍ରମାଣ ପତ୍ର ଥାଇ ଦିବ୍ୟାଙ୍ଗ କାଡ୍ରାକା ରାତୁ ଭତ୍ତା ପାଇବାରୁ ବଞ୍ଚିତ

masiha

ଥୁଆମୁଳ ରାମପୁର ବ୍ଳକ ଗାୟତ୍ରୀ ପରିବାରର ସମନ୍ବିୟ କମିଟି ଗଠନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort