ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମୂହ ଛୁଟିରେ ରହି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ବୁଖରେ ଆନ୍ଦୋଳନ 

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମୂହ ଛୁଟିରେ ରହି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ବୁଖରେ ଆନ୍ଦୋଳନ 

ବନ୍ଧୁଗାଁ ତା ୧୫/୯/୨୩  // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ବୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ବନ୍ଧୁଗାଁ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବି କୁ ନେଇ ଆଜକୁ ୩ ଦିନ ହେଉଛି ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସାମୁହିକ ଛୁଟିରେ ରହି ଆନ୍ଧୋଳନ କରି ଗଣଧାରଣା ଦେଇଛନ୍ତି। ବନ୍ଧୁଗାଁ ବ୍ଲକର ୨୮୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସାମୁହିକ ଛୁଟି ରେ ରହି ଗଣଧାରଣାରେ ବସି ରହିଥିବାରୁ ୧୦୯ ରୁ ଉର୍ଦ୍ଧ ସ୍କୁଲରେ ଶିକ୍ଷାଦାନ ସମ୍ପୂର୍ଣ ପ୍ରଭାବିତ ହୋଇଛି। ଏହାଯୋଗୁଁ ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଶିକ୍ଷା ଓ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଛନ୍ତି। ୬ ବର୍ଷ ଠିକା ଚାକିରିକୁ ମୂଳ ଚାକିରିରେ ଗଣନା କରିବା, ବେତନ ବୃଦ୍ଧି ସହ ପଦୋନ୍ନତି ସୁଯୋଗ, ନେସନାଲ ଇନ କ୍ରୀମେଣ୍ଟ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା,ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି କୁ ଉଚ୍ଛେଦ କରି ସମସ୍ତ କନିଷ୍ଟ ଶିକ୍ଷକ ଙ୍କୁ ନିୟମିତ ଶିକ୍ଷକର ମାନ୍ୟତା କରିବା ଦାବିକୁ ନେଇ ଗଣଧାରଣା ଦିଆ ଯାଇଥିଲା । ଏହି ଗଣ ଧାରଣା ରେ ଏନପିଏସ ୧୬୧ ଜଣ ଓ ଜେଟି ୪୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ରହିଥିବା ବେଳେ ଓପିଏସ ଶିକ୍ଷକ ୭୮ ନୈତିକତା ଦୃଷ୍ଟିରୁ ଗଣ ଧାରଣା ରେ ବସିଥିଲେ । କିନ୍ତୁ ଜିଏସ ୧୨ ଜଣ ଓ ଏକ୍ସ କେଡର ର ୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଗଣ ଧାରଣାରେ ଭାଗ ନେଉ ନ ଥିବା ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଠାରୁ ଜାଣିବାକୁ ମିଳିଛି । ପ୍ରତିଦିନ ଗୁଗୁଲୁ ମାଧ୍ୟମରେ ଶିକ୍ଷକ ଶିକ୍ଷୟତ୍ରୀ ସମୂହ ଛୁଟିରେ ରହି ଗଣ ଧାରଣା ଦେଉଥିବା ଶିକ୍ଷକଙ୍କ ତାଲିକା ରାଜ୍ଯ ସରକାରଙ୍କ ନିକଟରେ ପହଞ୍ଚାଉ ଥିବା ଜଣାଇଛନ୍ତି । ଆଜି ଜିଲ୍ଲା ଶିକ୍ଷକ ସଂଘ ତରଫରୁ ଜିଲ୍ଲା ଶିକ୍ଷକ ସଭାପତି, ସମ୍ପାଦକ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ଙ୍କ ସହିତ ଆଲୋଚନା କରି ଫେରି ଯାଇଛନ୍ତି। ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋଜ କୁମାର ବାଘ , ଉପ ସଭାପତି ମୂରଲୀଧର ସାହୁ, ଉଦିତ ନାରାୟଣ ରାଚମଲା, କେ ପ୍ରତାପ କୁମାର, ବାସୁଦେବ ଦେବରପଲ୍ଲୀ, ଏସ ସାମନ୍ତ ରାୟ ଓ ସନ୍ନ୍ୟାସୀ ଦେବରପଲ୍ଲୀ ପ୍ରମୁଖ ସମେତ ଅନେକ ଶିକ୍ଷକ ମାନେ ଉପସ୍ଥିତ ରହି ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି’ ଉଦଯାପିତ

masiha

ନାଗଭଣ ମାଦ୍ରାସାରେ ସାଧାରଣତନ୍ତ ଦିବସ ପାଳିତ

Sunil Chandra Nayak

ଆଦିବାସୀ ଙ୍କ ପ୍ରସିଦ୍ଧ ବୁଢାଦେଓ ମହୋତ୍ସବ ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି l ଆଦିବାସୀ ଙ୍କ ମହାନ ସଂସ୍କୃତି ସୁରକ୍ଷା ପାଇଁ ଆହ୍ୱାନ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort