ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟ ମା ସୁରେଶ୍ୱରୀ: ସୋନପୁରିଆ ମନୋଜ କ୍ରିଏସନ ତରଫରୁ କୋଶଲୀ ଟେଲି ଫିଲ୍ମ (ନୁଆଁଖାଇ ଦିନେ ଭେଟ୍ ହେମା )ର ଶୁଭମହୁରତ ହେଇଯାଇଛି

ଜୟ ମା ସୁରେଶ୍ୱରୀ: ସୋନପୁରିଆ ମନୋଜ କ୍ରିଏସନ ତରଫରୁ କୋଶଲୀ ଟେଲି ଫିଲ୍ମ (ନୁଆଁଖାଇ ଦିନେ ଭେଟ୍ ହେମା )ର ଶୁଭମହୁରତ ହେଇଯାଇଛି

ବୌଦ୍ଧ -16/09- ନୁଆଁଖାଇ ଗଣପର୍ବକୁ ଦୃଷ୍ଟି ରେ ରଖି ଏ ଫିଲ୍ମ୍ ରେ ଆମର ପରମ୍ପରା ରୀତି ନୀତି ତଥା ନାଚ ଗୀତ ସହ ମନୋରଞ୍ଜନ ଦେଖିବା କୁ ଦର୍ଶକ ପାଇବେ ବୋଲି ,ଯୁବ ନିର୍ଦେଶକ ,ଲେଖକ ସୋନପୁରିଆ ମନୋଜ କହିଛନ୍ତି ।ସମ୍ବଲପୁରୀ କମେଡିଅନ୍ ଟିଙ୍କୁ,ମିଲି ଙ୍କ ସମେତ ଆହୁରି ଅନେକ କଳାକାର ତଥା ସମାଜ ସେବୀ କୁଶ ବଘାର,ସୁବାଷ,କିଶୋର,କୃପା,ସଣ୍ଡେ,ଶ୍ରବଣ,ଭକ୍ତ,ଆଣିସ୍,ଆନନ୍ଦ,ରକି,ଅନିମା,ଲୁନା, ଅଭିନୟ କରିଛନ୍ତି ।ଏଥିରେ ସଂଗୀତ ଦେଇଛନ୍ତି ଜଣାଶୁଣା ନିର୍ଦେଶକ ତ୍ରିସୁଲ୍ ଭଣଜା,ଗୀତ ଗାଇଛନ୍ତି କର୍ଣ୍ଣ ମହାନନ୍ଦ। କେମେରା ପ୍ରଶାନ୍ତ (ଟିଟୁ),ନୂଆଖାଇ ଆଗରୁ ଏହା ସୋନପୁରିଆ ମନୋଜ ଚାନେଲ ରେ ଭିଡ଼ିଓ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ଦିବ୍ୟ ମେହେର,ଅୟୋଜକ୍ ଜିତେନ୍ଦ୍ର ଚାନ୍ଦ କହିଛନ୍ତି ।ଏଥିରେ ସହରାପାଲି ଗ୍ରାମ ବାସୀ ବିଶେଷ ସହଯୋଗ କରିଛନ୍ତି ।

ଜୟ ମା ସୁରେଶ୍ୱରୀ: ଇ ଭିଡିଓ ଟା sonpuria ମନୋଜ channel ରେ ଆସିବା ବୋଲି ଆୟୋଜକ ଜିତେନ୍ଦ୍ର ଚାନ୍ଦ କହିଛନ୍ତି l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପଂଚାୟତ ଡ୍ରେନ ସଫା ନ ହେବାରୁ ଡ୍ରେନ ରେ ଅଳିଆ ଆବର୍ଜନା ପାଣି ରାଇଘର ବଜାର ର ମୁଖ୍ୟ ରାସ୍ତା ଉପରେ

masiha

ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ରେ ବିଜେଡି ର ବରିଷ୍ଠ ନେତୃବୃନ୍ଦ

masiha

ବାଲିଆଢିପା ଗାଁ ରେ ଦୁଇଟି ପରିବାରର ବାସଗୃହ ନିଆଁରେ ପୋଡ଼ି ଭଷ୍ମିଭୂତ; କାରଣ ଅସ୍ପଷ୍ଟ ; ବାସହରା ହେଲେ ଦୁଇ ପରିବାର

Leave a Comment

error: Content is protected !!