ସେବା ଶ୍ରମ ଠାରେ ଶିକ୍ଷକ ଓ ପିତା ମାତା ସହଭାଗିତା ବୈଠକ ଅନୁଷ୍ଠିତ
କାମାକ୍ଷାନଗର (ମନିସ )16/9/23 // ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ଼ ବ୍ଲକ ରାଇବୋଲ ପଂଚାୟତ ର କୋରିଆ ପାଳ ଗ୍ରାମ ର ସେବା ଶ୍ରମ ବିଦ୍ୟାଳୟ ଠାରେ ଆଜି ଶିକ୍ଷକ ଓ ପିତା ମାତା ସହଭାଗିତା ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି କଙ୍କଡା ହାଡ଼ ବ୍ଲକ ଟି ଏକ ଆଦିବାସୀ ଅଧୁଷି ଅଂଚଳ ହୋଇ ଥିବାରୁ ଏଠାରେ ଆଦିବାସୀ ପିଲା ମାନେ ଶିକ୍ଷା ଠାରୁ ଦୁରେଇ ଯାଉ ଥିଲେ କିନ୍ତ ସୋଭାଗ୍ୟ ର କଥା ରାଜ୍ୟ ସରକାର ଙ୍କ ସାହାଯ୍ୟ ସହଯୋଗ ରେ ଶିକ୍ଷା ର ଉର୍ନତି ହେବା ସହିତ ପିଲା ମାନଙ୍କର ଉଜ୍ୱଳ ଭବିଷ୍ୟତ ଗଢିବା ରେ ସହାୟକ ହୋଇ ପାରିଛି ଏ ମିତି ଏକ ସେବା ଶ୍ରମ ରାଇବୋଲ ପଂଚାୟତ ରେ ଥିବା ରୁ ସମଗ୍ର ଅଂଚଳ ର ଆଦିବାସୀ ପିଲା ମାନେ ଉପକାର ପାଇ ପାରୁଛ ନ୍ତି ଆଜି ର ଏ ବୈଠକ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ସୁଖ ଦୁଃଖ ର ସାଥି ସ୍ଥାନୀୟ ସରପଞ୍ଚ ଶାନ୍ତନୁ ସାହୁ ଓ ତାଙ୍କ ଙ୍କ ର ଅଭି ଭାଷଣ ରେ ସେ କହିଥିଲେ କି ଏ ସେଵା ଶ୍ରମ ଟି ଯେହେତୁ ମୋ ପଂଚାୟତ ରେ ଆସୁ ଅଛି ମୁଁ ନିଜ କୁ ଧନ୍ୟ ମନେ କରୁଛି ବିଦ୍ୟାଳୟ ର ପ୍ରତେକ ଟି ପିଲା ଆସନ୍ତା କାଲି ର ଭବିଷ୍ୟତ କିଏ ବା ଜାଣିଛି କାଲି ର ସକାଳ ରେ ଏ ସେବା ଶ୍ରମ ରୁ ଛାତ୍ର ଛାତ୍ରୀ ମନେ ନିଜ ଅଂଚଳ କୁ ନିଜ ଜିଲ୍ଲା ର ନା ରଖି ବେ ଓ ଆଉ ମଧ୍ୟ୍ୟ କହିଥିଲ କି ସରପଞ୍ଚ ହିସା ବ ରେ ମୋର ଯାହା ସାହାଯ୍ୟ କରିବା କଥା କରିବି ଓ ବେକ୍ତି ଗତ ଭାବ ରେ ବିଦ୍ୟାଳୟ ଟି କିପରି ଉର୍ନତ ମାନ ର ହୋଇ ପାରିବ ମୋର ପ୍ରୟାସ ଜାରିରହିବ ଓ ସେଵା ଶ୍ରମ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନ ଙ୍କ ର ଅକ୍ଲାନ୍ତ ପରିଶ୍ରମ ବଳ ରେ ଉତ୍ତମ ମାନ ର ଶିକ୍ଷା ଦାନ ରେ ସମସ୍ତ ଅଂଚଳ ବାସି ବେସେ ଖୁସି ଅନୁଭବ କରୁଛନ୍ତି ଓ ସେ ଷ ରେ ପିଲା ମାନଙ୍କ ମଧ୍ୟ୍ୟ ରେ ନାଚ ଗୀତ ପ୍ରତି ଯୋଗିତା କରିବା ସହିତ ଶିକ୍ଷକ ଓ ପିତା ମାତା ସହଭାଗିତା ବୈଠକ ଟିକୁ ସମାପ୍ତ କରାଯାଇଥିଲା।