ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଫ୍ଟବଲ ପ୍ରତିଯୋଗୀତାରେ ବିଜୟୀ ବାକିକା ଦଳକୁ ସ୍ୱାଗତ ସମ୍ବର୍ଦ୍ଦନା

ସଫ୍ଟବଲ ପ୍ରତିଯୋଗୀତାରେ ବିଜୟୀ ବାକିକା ଦଳକୁ ସ୍ୱାଗତ ସମ୍ବର୍ଦ୍ଦନା

ରାୟଗଡ:-ତା.୧୭/୦୯-ରାଜ୍ୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ବିଜୟ ହୋଇଥିବା ରୟାଗଡ଼ ଜିଲ୍ଲାର ବାକିକା ଦଳକୁ ଆଜି ସ୍ଥାନୀୟ ରେଳ ଷ୍ଟେସନ ଠାରେ ସ୍ୱାଗତ କରାଯାଇଥିଲ l ରାଜ୍ୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତା ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଏଥିରେ ରାୟଗଡ ବାଳିକା ବର୍ଗରେ ରାୟଗଡା ଦଳ ବିଜୟ ଲାଭକରିଥିଲା l କୋଳାନାରା ବ୍ଲକ ଅନ୍ତର୍ଗତ କୈଳାଶପୁର ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ରିଙ୍କୁ କାଦ୍ରାକl,ସୁଭାଷିନୀ କୁମ୍ବ୍ରିକା,ରଂଜିତା ହେପୃକା, ଅନୁସୂୟା କୀଲାକା,ଉନ୍ନୀତ ଉଚବିଦ୍ୟାଳୟ ପୂଝରୀଗୁଡ଼ାର ତ୍ରିଶା ପେରସିକା,କରିସ୍ମା ହାରିକା,ସୋନାଲୁ କଲକା ଓ ଜଗଦମ୍ବା ଉଚବିଦ୍ୟାଳୟର ଜସ୍ମିତା କୀଲାକା,ସାବିତ୍ରୀ କlଦ୍ରlକl, ମନୀଷା ୱାଡକା,ରାଜେଶ୍ୱରୀ କଣ୍ଡlଗୋରି ଓ ଉନ୍ନୀତ ଉଚବିଦ୍ୟାଳୟ ମୁନ୍ସୀଙ୍ଗର ଶିବନ୍ତି ଗଣ୍ଟା ଆଦି ଜିଲ୍ଲାତରଫରୁ ଭlଗନେଇ ଉତ୍କୃଷ୍ଠ ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ l ବାଳିକା ମାନଙ୍କ କୋଚ ପାୟଲ ମାଝୀ, ବାଳକ ମାନଙ୍କ କୋଚ ଜୟକୃଷ୍ଣ ପାତ୍ର, ସନ୍ତୋଷ ନାୟକଙ୍କୁ ତତ୍ୱାବଧାନରେ ଜିଲାରୁ ଅଂଶଗ୍ରଣ କରିଥିଲେ l ଆଜି ସ୍ଥାନୀୟ ରେଳ ଷ୍ଟେସନରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ ଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ, ଜିଲ୍ଲା ସୂଚନା ଓ କୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ଶିକ୍ଷକ ତଥା ଉପଦେଷ୍ଟା ଶଶିଭୂଷଣ ପଟ୍ଟନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ହରିହର ପାତ୍ର, ଗୋବିନ୍ଦ ଚନ୍ଦ୍ର ଉଚବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁନୀଲ ଚଦ୍ର ମହାନ୍ତ,ଜଗଡ଼ମ୍ବା ଉଚବିଦ୍ୟାଳୟର କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର କଡମ୍ବାଳୁ ପ୍ରମୁଖ ସ୍ୱାଗତ କରିଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଇନ ଶୃଙ୍ଖଳା ସଚେତନତା ନିମନ୍ତେ ଜିଲ୍ଲା ପୋଲିସ,ସିଂଲା ପୋଲିସ ଓ ବିଏସଏଫ ଦ୍ୱାରା ଫ୍ଲାଗମାର୍ଚ୍ଚ

masiha

ଦୁଲଦୁଲି ରେ ଦୁଲକିଲା ଧର୍ମଗଡ ବ୍ଲକ ମଞ୍ଚ, ଧର୍ମଗଡ ବ୍ଲକ ସ୍ତରୀୟ ଘୁମୁରା-୨୦୨୪

masiha

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ଚୁନା ମେସିନ ବଣ୍ଟନ 

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort