ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଯୋଜନାକୁ ଅସହଯୋଗ ନିମନ୍ତେ ବିଡିଓଙ୍କୁ ଦାବିପତ୍ର

ସରକାରୀ ଯୋଜନାକୁ ଅସହଯୋଗ ନିମନ୍ତେ ବିଡିଓଙ୍କୁ ଦାବିପତ୍ର

ବାଲେଶ୍ଵର,୨୨/୯/୨୩ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବିଡିଓଙ୍କୁ ଦାବି ଜଣାଇଲା ଖଇରା ସରପଞ୍ଚ ସଂଘ । ପ୍ରକାଶ ଥାଉକି ଖଇରା ବ୍ଲକର ସମସ୍ତ ସରପଞ୍ଚ ମାନେ ୧୫ ଦଫା ଦାବି ସମ୍ବନ୍ଧରେ ଜିଲ୍ଲାପାଳ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ, ଏବଂ ଗତ ତା ୧୫/୯/୨୦୨୩ ରିଖରେ ସମସ୍ତ ସରପଞ୍ଚ ମାନେ ଭୁବନେଶ୍ୱର ଠାରେ ରାଲି ମାଧ୍ୟମରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଦାବି ବାବଦରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ତେଣୁ ରାଜ୍ୟ ସରପଞ୍ଚ ମହାସଂଘର ନିଷ୍ପତ୍ତି କ୍ରମେ ୨୨/୯/୨୦୨୩ ରିଖ ଠାରୁ ସମସ୍ତ ସରକାରୀ ଯୋଜନାକୁ ଅସହଯୋଗ କରିବା ନିମନ୍ତେ ଚେତାବନୀ ଦେଇଛି ଖଇରା ସରପଞ୍ଚ ସଂଘ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅର୍ଦ୍ଧ ନିର୍ମିତ ପ୍ରସିଦ୍ଧ  ଶୈବ ପୀଠ , ଭକ୍ତ ହତାଶ

Sunil Chandra Nayak

ଖଡିଆଳ ଅଞ୍ଚଳ ର ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରାଜୀବ କୁମାର ତିୱାରୀ ଙ୍କ ଆଜି ପରଲୋକ 

masiha

ବଜ୍ରପାତରେ ଗଲା ଜୀବନ

masiha

Leave a Comment

error: Content is protected !!