“ଧାବକ ମନ୍ଦରା ଦାସ ସୁସ୍ଥ ସମାଜ ନିର୍ମାଣରେ ଅଗ୍ରସର”
କାମାକ୍ଷାନଗର (ମନିସ )1/1023 // ରାତି ପାହିଲେ ସେ ଦୌଡନ୍ତି କାମାକ୍ଷାନଗର ଠାରୁ ପର୍ଜଙ୍ଗ । କଣ ହେଲା ସେଇଠୁ ନାହିଁ ତାଙ୍କ ପାଖରେ ବଡ କୋଠା ଗାଡ଼ି ହୀରା ଲୀଳା ମୋତି ମାଣିକ କିନ୍ତୁ ଅଛି ତାଙ୍କ ପାଖରେ ଖଣ୍ଡିଏ ଅଟୋ ଆଉ ସେଇଥିରୁ ସେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷି, ଜଣେ ସୁସ୍ଥ ଆଉ ନିରୋଗୀ ଭାବେ ମାନସିକ ସ୍ତରରେ ସେ ଅତ୍ୟନ୍ତ ଆନନ୍ଦିତ ଆଉ ସୁସ୍ଥ ସମାଜ ଗଢି ତୋଳିବାରେ ତାଙ୍କର ପ୍ରୟାସ ଜାରି ରହିଛି ।
ମନ୍ଦରା ଦାସଙ୍କର କାମାକ୍ଷାନଗର ଅଞ୍ଚଳରେ ଜଣେ ଧାବକ ଭାବରେ ବେଶ୍ ଖ୍ୟାତି ରହିଛି , ଏହାହିଁ ତାଙ୍କର ବଡ଼ ପୁଞ୍ଜି। ବିଗତ ଦିନରେ ଉପଖଣ୍ଡ ସ୍ତରୀୟ, ଜିଲ୍ଲା ସ୍ତରୀୟ, ରାଜ୍ୟ ସ୍ତରୀୟ ମିନିମାରାଥନ ପ୍ରତିଯୋଗିତାରେ ସେ କୃତିତ୍ୱ ଅର୍ଜନ କରି ଅଞ୍ଚଳ ପାଇଁ ଗୈାରବ ମଧ୍ୟ ଆଣିଥିଲେ ।
ଯାହା ମନରେ ଯାହା ବି ପ୍ରଶ୍ନ ଆସୁନା କାହିଁକି ମନ୍ଦରା ଦାସଙ୍କ ଭଳି ଜଣେ ସାଧାରଣ ମଣିଷ ତଥା ଅସାଧାରଣ ପ୍ରତିଭା ସୁସ୍ଥ ନିରୋଗୀ ଯୁଵସୁଲଭଙ୍କୁ ଏସମାଜ ଦେଖୁଛି ଆଉ କିଛି ଶିଖୁଛି ।
ଧନ ଆଉ ଜ୍ଞାନ ବଡ଼ ନୁହେଁ ହୃଦୟ ବଡ଼ ହେବା ଦରକାର ଆଉ ଜୀବନରେ ଶାନ୍ତି ଥିଲେ ହିଁ ସେ ହିଁ ଅସଲି ଜୀଵନ ଜିଇଁଵାର ମଜା । ଏମିତି କିଛି ଯୁଵସୁଲଭ ମନ୍ଦରା ଦାସଙ୍କର ହୃଦୟସ୍ପର୍ଶୀ ଛବି ।