ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ୧୦/୧୦/୨୩ ତେନ୍ତୁଳିଖୁଣ୍ଟି ବ୍ଳକର ଦିଗି ପଞ୍ଚାୟତ ର ଗାଦାବା ଗୁଡା ଗ୍ରାମର 50 ରୁ ଉର୍ଦ୍ଧ୍ବ ଆଜି ମୋଦୀ ଙ୍କ ଯୋଜନା କୁ ଅନୁପ୍ରାଣିତ ହୋଇ ନବରଙ୍ଗପୁର ବିଧାୟକ ପାର୍ଥି ଗୋୖରୀ ଶଙ୍କର ମାଝୀ ଙ୍କ ନେର୍ତ୍ତୃତ୍ୱ ରେ ଏହିକାର୍ଯ୍ୟକ୍ରମ ହୋଇଥିଲା ପ୍ରଥମେ ଗୋୖରୀ ମାଝିକୁ ପାଛୋଟି ନେଇ ସ୍ୱାଗତ କରିଥିଲେ।କେନ୍ଦ୍ର ସରକାର ଙ୍କ ଯୋଜନା କୁ ବୁଝାଇଥିଲେ।ଓଡ଼ିଶା ସରକାର ର ଦୁର୍ନୀତି ବିଷୟ ରେ କହିଥିଲେ ।ଏହି ମିଶ୍ରଣ ଗ୍ରାମର ଭୁବନ ସାହୁ,ସୁରେଶ ନାୟକ,ଶିବାନନ୍ଦ ପଟ୍ଟନାୟକ, ହୀରଣ ହରିଜନ, ବନମାଳୀ ଗାଦାବା,ଗୋକୁଳ ଗାଦବା, ଦିବାକର ହରିଜନ, ପୂର୍ଣ୍ଣ ମାଝୀ, ଭଗବାନ ହରିଜନ,ଅଭି ଟାକ୍ରି, ଗୁପ୍ତ ସାହୁ, ଲକ୍ଷଣ ଖୁରା, ରାମ ସାହୁ, ଶିଶୁସାନ୍ତ କର୍କରା, ସହ 50 ରୁ ଉର୍ଦ୍ଧ୍ବ ମିଶିଥିଲେ।ଏଥିରେ ନବରଙ୍ଗପୁର ବିଜେପି ମିଡିଆ ସେଲ ସଂଯୋଜକ  ଦେବଦାସ ମହାନଗୁଡ଼ ,ଜ୍ୟତି କଂସ, ଧରଣୀ ସିଂ, ରାଜେସ ହରିଜନ, ଆଶିଷ କୁମାର ଟାକ୍ରି ଉପସ୍ଥିତ ଥିଲେ। ଗ୍ରାମ ଭଦ୍ରବ୍ୟକ୍ତି ସହ ଯୁବଗୋଷ୍ଠୀ ଉପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଉଚ୍ଚ ଶିକ୍ଷିତ/ଶିକ୍ଷିତାଙ୍କୁ ଜିଲ୍ଲା କମିଟିରେ ଦେଲେ ଅଗ୍ରାଧିକାର 

Sunil Chandra Nayak

ଡାବୁଗାଁ ଠାରେ ଜିଲା ଭାଜପା କୃଷକ ମୋର୍ଚ୍ଚା ବୈଠକ 

masiha

ଆମପାଣି ଠାରେ ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠାନିକ ବୈଠକ

Sunil Chandra Nayak

Leave a Comment

error: Content is protected !!