ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ରେ ଦୁଇ ଫଟୋ ଗ୍ରାଫର ଙ୍କୁ ପୁରସ୍କାର ପ୍ରଦାନ 

ନବରଙ୍ଗପୁର ଜିଲ୍ଲା ରେ ଦୁଇ ଫଟୋ ଗ୍ରାଫର ଙ୍କୁ ପୁରସ୍କାର ପ୍ରଦାନ 

ନବରଙ୍ଗପୁର (ମ ନି ସ )- ଭୁବନେଶ୍ୱର ରାଜଧାନୀ ଠାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୟୁନିଭର୍ସିଟି ଠାରେ ଓଡ଼ିଶା ଫଟୋ ଏକ୍ସ ପ ୨୦୨୩ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବହୁ ଜିଲ୍ଲା ର ଫଟୋ ଗ୍ରାଫର ମାନେ ଉପସ୍ଥିତ ଥିଲେ l ଏହା ସଙ୍ଗେ ଆମ ଜିଲ୍ଲା ନବରଙ୍ଗପୁର ର ଦୁଇ ଜଣ ପୁରସ୍କୃତ କରା ଯାଇଥିଲା l ଜିଲ୍ଲା ଫଟୋ ଗ୍ରାଫର ଆସୋସିଏସନ ସଭାପତି ପ୍ରଣବ ପଟ୍ଟନାୟକ ଓ ସୁମେଶ ପଲ୍ଲେଇ ଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧିତ ହୋଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାପ କାମୁଡାରେ ୮ ବର୍ଷ ର ନାବାଳିକା ଙ୍କ ମୃତ୍ୟୁ ସାପ କୁ ଧରି ମେଡିକାଲ ଆସିଲେ ପରିବାର ଲୋକେ

masiha

ଗଛକୁ ଧକ୍କା ଦେଇ ବାଇକ ଆରୋହୀ ମୃତ

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

masiha

Leave a Comment

error: Content is protected !!