ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଠ ଫୁଟ ତଳକୁ ଖସିଲା ମାରୁତି କାର, ଅଳ୍ପକେ ବର୍ତିଲେ ଚାରିଜଣ

ଆଠ ଫୁଟ ତଳକୁ ଖସିଲା ମାରୁତି କାର, ଅଳ୍ପକେ ବର୍ତିଲେ ଚାରିଜଣ

କାମାକ୍ଷାନଗର (ମନିସ )13/10/23 // ଆଠ ଫୁଟ ତଳକୁ ଖସିଲା କାର୍ ଅଳ୍ପକେ ବର୍ତିଲେ ଚାରିଜଣ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଭଦଳିଆ ଭଙ୍ଗା ପୁଲିଆ ଠାରେ ଘଟିଛି ଏଭଳି ମର୍ମ ଦୃତ ସଡ଼କ ଦୁର୍ଘଟଣା। ଗାଡି ନମ୍ବର OD 05W 2464 ଥିବା ବେଳେ କଣ୍ଟାପାଳ ଅଞ୍ଚଳର କିଛି ବ୍ୟକ୍ତି କଙ୍କଡ଼ାହାଡ଼ ଅଭିମୁଖେ ଯାଉ ଥିବା ସମୟରେ ଘଟିଛି ଏଭଳି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଚାରିଜଣ ଡ୍ରାଇଭର ସହିତ ତିନି ଜଣ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ବେଳେ ଡ୍ରାଇଭର ଭାର ସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ଦେଇଛନ୍ତି। ଖବର ପାଇ କଙ୍କଡ଼ାହାଡ଼ ଥାନା ଅଧିକାରୀଙ୍କ ସହ କର୍ମୀ ଓ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନି ପହଞ୍ଚି ତଦନ୍ତ କରିବା ସହିତ ଅଧିକ ତଦନ୍ତ ଚଳାଇଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଧାୟକ ଦୁର୍ଗାଚରଣ ତନ୍ତୀ ଙ୍କ ହସ୍ତକ୍ଷେପ ଫଳରେ ଉଚ୍ଛେଦ କାର୍ଯ୍ୟ ଅସ୍ଥାୟୀ ଭାବେ ସ୍ଥଗିତ

ଗୋପାଳ ସ୍ମୃତି ବିଦ୍ୟାପୀଠର ପ୍ଲାଟିନମ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଜଳସେଚନ କଣଠେସା,,,କୁର୍ଲୁମୁଣ୍ଡା ପ୍ରକଳ୍ପ ହିଁ ଗ୍ରାମବାସୀଙ୍କ ସାହା ଭରଷା 

masiha

Leave a Comment

error: Content is protected !!