ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ ଉପରେ ସଚେତନତା କାର୍ଯ୍ୟକ୍ରମ 

ଗୋରୁମହିଷାଣୀ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ ଉପରେ ସଚେତନତା କାର୍ଯ୍ୟକ୍ରମ 

ରାଇରଙ୍ଗପୁର – ୧୭/୧୦ ,// ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ରେଡକ୍ରସ ର ଆଭିମୁଖ୍ୟ ବିଷୟରେ ଗୋରୁମହିଷାଣୀ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରପ୍ରିନ ସେସିପାଲ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବ ରେଡକ୍ରସର କାଉନସିଲର ଶ୍ରୀ ଖଗେନ୍ଦ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମ୍ପନ୍ନ ହୋଇଥିଲା । ବିଦ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀ ବିପିନ ବିହାରୀ ଗିରି , ଡେମୋନଷ୍ଟ୍ରେଟର ଶ୍ରୀ ଧନ ଗୋବିନ୍ଦ ମହାନ୍ତ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମୋହଦୟ ରେଡକ୍ରସ ର ସମସ୍ତ ପ୍ରକାର କର୍ମ କୌଶଳତା , ଏଡ୍ସ, ଡେଙ୍ଗୁରୋଗରକାରଣ ଓ ନିରାକରଣ ନେଇ ସଚେତନତା ଓ ସ୍ବଛ ଭାରତ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ।ସର୍ବଶେଷରେ ଶ୍ରୀ ଧନ ଗୋବିନ୍ଦ ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ସିନାଙ୍ଗ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

ବନ୍ୟା ଆଶଙ୍କାରେ ଖଇରା ବଜାର ଓ ଆଳଦା ଗ୍ରାମବାସୀ, ପୂର୍ତ୍ତ ବିଭାଗର ଅସହଯୋଗରୁ ଉଠିପାରିଲାନି ବିଦ୍ୟୁତ ଖୁଣ୍ଟ

masiha

ଆମ ଜଙ୍ଗଲ ଯୋଜନା ତରଫରୁ ଛତୁଚାଷ ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!