ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨୮-୨୯ ମାର୍ଚ୍ଚ ୨୦୨୨ ଦେଶଵ୍ଯାପୀ ସାଧାରଣ ଧର୍ମଘଟ ,ହରତାଳ ,ଭାରତ ଵନ୍ଦ 

ନୂଆପଡ଼ା –  ଏଆଇଟିୟୁସି ସମେତ ଦେଶର ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ଓ ଵିଭିନ୍ନ କ୍ଷେତ୍ରର କର୍ମଚାରୀ ଫେଡେରେଶନମାନଙ୍କ ସଂଯୁକ୍ତ ମୋର୍ଚ୍ଚାର ୧୨ଦଫା ଦାଵି ଭିତ୍ତିରେ ସାଧାରଣ ଧର୍ମଘଟ ଡାକରା ଦେଇଛନ୍ତି।୨୮ମାର୍ଚ୍ଚ ସକାଳ ୬ଟାରୁ ସମଗ୍ର ଦେଶରେ ଚକ ଅଖ ଵନ୍ଦ ରହିଵ,ସ୍କୁଲ,କଲେଜ,ଅଫିସ, ଦପ୍ତର,ଵନ୍ଦ କରାଯିଵ,ସମସ୍ତ ଵ୍ଯଵସାୟ ଵନ୍ଦ ରହିଵ, କେଵଳ ଡାକ୍ତରଖାନା,ଔଷଧ ଦୋକାନ,ଫାୟାର ଵ୍ରିଗେଡ୍, ଆମ୍ଵୁଲାନସ୍,ଓମଫେଡ୍ ଦୁଧ, ଜଳ ଯୋଗାଣ ଵ୍ଯତିତ ଆଉ ସଵୁ ଵନ୍ଦ ରହିଵ। କେନ୍ଦ୍ର ସରକାରୀ କାର୍ଯ୍ଯାଳୟ ସମ୍ମୁଖରେ ୧୨ଦଫା ଦାଵି ଉପରେ ଵିକ୍ଷୋଭ ପ୍ରଦର୍ଶନ ହେଵ।ଦାଵିଗୁଡିକ ଯଥା : ୧)ଦର ଦାମ ଵୃଦ୍ଧି ଵନ୍ଦ କର,୨)ଵେରୋଜଗାରୀଙ୍କୁ କର୍ମନିଯୁକ୍ତି ଅଥଵା ରୋଜଗାର ଦିଅ ଓ ଜୀଵିକା ଉଛେଦ ଵନ୍ଦ କର, ୩)ନେଶନାଲ ମନେଟାଇଜିଙ୍ଗ୍ ପାଇପଲାଇନ୍(NMP) ନାମରେ ରାଷ୍ଟ୍ରାୟତ୍ତ ଉଦ୍ଯୋଗ,ରାଷ୍ଟ୍ରୀୟ ସମ୍ଵଳ ସଵୁର ଘରୋଇକରଣ କରି କମ୍ପାନୀମାନଙ୍କ ପାଦ ତଳେ ସମର୍ପଣର ଭାରତ ଵିକ୍ରୟ ଷଡ଼ଯନ୍ତ୍ର ଵନ୍ଦ କର, ୪)-୪୪ଟି ଶ୍ରମ ଆଇନ ଵାତିଲ କରି କ୍ରୀତଦାସ ପ୍ରଥା ପୁନଃ ପ୍ରଚଳନ ଉଦ୍ଦେଶ୍ଯରେ ନୂତନ ଭାବେ ପ୍ରଣିତ ୪ଟି ଶ୍ରମ କୋଡ୍ ଵାତିଲ କର, ୫)ଅତ୍ଯାଵଶ୍ଯକୀୟ ପ୍ରତିରକ୍ଷା ସେଵା ଆଇନ ଵାତିଲ କର, ୬)ସ୍କିମ ଓ୍ଵାର୍କର ଯଥା: ଅଙ୍ଗନଓ୍ଵାଡି,ଆଶା,ମଧ୍ଯହ୍ନ ଭୋଜନ ପାଚିକାଙ୍କୁ ଓ୍ଵାର୍କର ମାନ୍ଯତା ପ୍ରଦାନ କର,୭)ଚୁକ୍ତି ଭିତ୍ତିକ, ଠିକା କର୍ମଚାରୀ ଓ ସ୍କିମ ଓ୍ଵାର୍କର ଙ୍କୁ ସ୍ଥାୟୀ କରାଅ,୮)ମାସିକ ସର୍ଵନିମ୍ନ ମଜୁରୀ/ଭତ୍ତା ୨୬ହଜାର ଟଙ୍କା ପ୍ରଦାନ କର। ଅସଂଗଠିତ କ୍ଷେତ୍ର ଶ୍ରମିକଙ୍କ ପାଇଁ ସାର୍ଵଜନୀନ ସାମାଜିକ ସୁରକ୍ଷା ସହ ସର୍ଵନିମ୍ନ ମାସିକ ପେନସନ ଵ୍ଯଵସ୍ଥା କର,୯)ନୂତନ ଜାତୀୟ ପେନସନ ଵ୍ଯଵସ୍ଥା ଵାତିଲ କରି ପୁରୁଣା ପେନସନ ଵ୍ଯଵସ୍ଥା ପୁନର୍ଵାହାଲ କର, ୧୦) ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷା ନୀତି ୨୦୨୦ ଵାତିଲ କର, ୧୧)ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଗେରେଣ୍ଟି ଆଇନରେ ଵର୍ଷକୁ ୨ଶହ ଦିନ କର୍ମନିଯୁକ୍ତି ସହ କେନ୍ଦ୍ରୀୟ ସର୍ଵନିମ୍ନ ମଜୁରୀ ହାରରେ ମଜୁରୀ ପ୍ରଦାନ ସୁନିଶ୍ଚିତ କର ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଗ୍ଯାରେଣ୍ଟି ଆଇନ ଭଳି ସହରାଞ୍ଚଳ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପ୍ରଣୟନ କର ଓ ୧୨)-କୃଷକ ଵିରୋଧୀ କୃଷି ଆଇନ ପ୍ରତ୍ଯାହାର ପରେ ୬ସୂତ୍ରୀ ଦାଵି ଭିତ୍ତିରେ ନୂତନ ଆଇନ ପ୍ରଣୟନ ଇତ୍ଯାଦି ୧୨ଦଫା ଦାଵି ନେଇ ୨୮-୨୯ ମାର୍ଚ୍ଚ ୨୦୨୨ ଦୁଇଦିନିଆ ସାଧାରଣ ଧର୍ମଘଟ – ଭାରତ ଵନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି।ଏହାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା,ଏଆଇଏସ୍ଏଫ୍, ମହିଳା ସମିତି ସମେତ ଶହ ଶହ ଗଣ ସଂଗଠନ ଓ ଅଣଵିଜେପି ରାଜନୈତିକ ଦଳମାନେ ସମର୍ଥନ ଦେଲେଣି। ଆସନ୍ତୁ ଏହି ଆହ୍ଵାନର ସଫଳତା ପାଇଁ ଆଜିହିଁ ସଂକଳ୍ପ ନିଅନ୍ତୁ। “ଜନଗଣଙ୍କୁ ଵଞ୍ଚାଅ – ଭାରତ ଵଞ୍ଚାଅ” ୨୮ମାର୍ଚ୍ଚ ସକାଳ ୬ଟାରୁ ୪୮ ଘଣ୍ଟିଆ ସାଧାରଣ ଧର୍ମଘଟ – ଭାରତ ଵନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ କରାଯାଇଛି । ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଲେଶ୍ବର – କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ବିଜେତା ଲକ୍ଷ୍ମୀପ୍ରିୟାଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ସୁରେଶ ଚନ୍ଦ୍ର ପାଢୀ ଙ୍କ ଭଜନ ଜଗବନ୍ଧୁ

Sunil Chandra Nayak

ଭବାନୀପାଟଣା ରେ ଅମୃତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort