ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଭିନ୍ନ ପେଟ୍ରୋଲ ପମ୍ପରେ ଉପଜିଲ୍ଲାପାଳ ଙ୍କ ଚଢାଉ

ବିଭିନ୍ନ ପେଟ୍ରୋଲ ପମ୍ପରେ ଉପଜିଲ୍ଲାପାଳ ଙ୍କ ଚଢାଉ

ଢେଙ୍କାନାଳ (ମନିସ 7/11/23 //ଆଜି ପୂର୍ବାହ୍ନରେ ଢେଙ୍କାନାଳ ଉପ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦଙ୍କ ନିର୍ଦେଶ କ୍ରମେ ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଉପଖଣ୍ଡସ୍ତରୀୟ ଯାଞ୍ଚ ଦଳ ଦ୍ୱାରା ଚଢ଼ାଉ କରି ଅନିୟମିତତାର ଯାଞ୍ଚ କରାଯାଇଥିଲା l ଏହି ଯାଞ୍ଚ ସମୟରେ କୋରିଆଁ ବାଇପାସ ଓ କଲେଜ ବାଇପାସ ରେ ଦୁଇଟି ପେଟ୍ରୋଲ ପମ୍ପରେ ଅନିୟମିତତା ପରିଲକ୍ଷିତ ହେବାରୁ ପ୍ରତ୍ୟେକଙ୍କୁ 5000 ଲେଁଖାଏ ଜୋରିମାନା କରାଯାଇଥିଲା l ଏହିପରି ଚଢ଼ାଉ କାର୍ଯ୍ୟ ଆଗାମୀ ଦିନମାନଙ୍କରେ ଜାରି ରହିବ ବୋଲି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ ମାମଲା,ଗିରଫ ହେଲେ ରାଜସ୍ବ ନିରୀକ୍ଷକ

Sunil Chandra Nayak

ପୋଖରୀବନ୍ଧ ଛକରେ ପରିବହନ ବିଭାଗର ଧରପଗଡ଼ :   ୧୦ ମଦ୍ୟପ ବାଇକ ଚାଳକଙ୍କୁ ୧ଲକ୍ଷ ୪୫ ହଜାର ଟଙ୍କା ତଣ୍ଡ  

masiha

ଅଢେ଼ଇ ମାସ ହେଲା ନିଖୋଜ ବହୁ ଚର୍ଚ୍ଚିତ ଓକିଲ ଗୁଲେଶ ଗୋଛାୟତ ମୃତଦେହ ଏକ ପୋଖରୀରୁ କାର୍ ସହିତ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!