ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିରାଜୁଦ୍ଧିନ ଖଣି କାର୍ଯ୍ୟ ଆରମ୍ଭ ,ବଳଦାରେ ନିଜ ମେଡ଼ିକାଲକୁ କେବେ ସୁଧାରିବ ? ଖଣି ବିଭାଗ ଏବଂ ପ୍ରଶାସନ ଦୃଷ୍ଟି ଟିକିଏ ପଡୁ

ସିରାଜୁଦ୍ଧିନ ଖଣି କାର୍ଯ୍ୟ ଆରମ୍ଭ ,ବଳଦାରେ ନିଜ ମେଡ଼ିକାଲକୁ କେବେ ସୁଧାରିବ ? ଖଣି ବିଭାଗ ଏବଂ ପ୍ରଶାସନ ଦୃଷ୍ଟି ଟିକିଏ ପଡୁ

ଯୋଡ଼ା – ଯାହା ହେଉ ବହୁ ଦିନର ଅନ୍ତ ଘଟିଲା,ଅଞ୍ଚଳର ପ୍ରତିଷ୍ଠିତ ଖଣି କମ୍ପାନୀ ସିରାଜୁଦ୍ଧିନ ଖୋଲିବା ଆରମ୍ଭ ହୋଇ ସାରିଥିବା ଜାଣିବାକୁ ମିଳେ।ଦୀର୍ଘ କିଛି ବର୍ଷ ବନ୍ଦ ଖଣି ପୁଣି ଆରମ୍ଭ ହେବା ଏକ ଆସାର ପ୍ରତୀକ ବୋଲି ଆଶା କରନ୍ତି ଖଣିବାସୀ।ସୂଚନା ଯୋଗ୍ୟ ୨୦୨୦ ମାର୍ଚ୍ଚରେ ହୋଇଥିବା ନୂତନ ଖଣି ଲିଜରେ ସିରାଜୁଦ୍ଧିନ ନିଜର ସେହି ପୂର୍ବ ଖଣିକୁ ପୁନର୍ବାର ନୂତନ ଲିଜରେ ହାତେଇ ଥିବା ବେଳେ ଗତ କିଛି ବର୍ଷ ଧରି  କୌଣସି କାରଣ ବଶତଃ ଉକ୍ତ ଖଣି ଖନନ କାର୍ଯ୍ୟ ବନ୍ଦ ରହିଥିବାର ଜାଣିବାକୁ ମିଳେ।ହେଲେ ଏହି ଖଣିକୁ କମ୍ପାନୀ ପୁନର୍ବାର ଗତ ଦୁଇ ମାସ ହେବ କ୍ଷୀପ୍ର ବେଗରେ ଖଣି ଖନନ କାର୍ଯ୍ୟ ଆରମ୍ଭ କରିଦେଇଥିବା ହେତୁ ବାମେବାରୀ ଠାରୁ ଆଗକୁ ଗଲେ ସିରାଜୁଦ୍ଧିନ ସେଠାରୁ କାଳିମାଟି ତଥା ଦୁବୁନା ମୁଖ୍ୟ ସଡ଼କ ପଥ ଭରପୁର ରାସ୍ତା ଜାମ ରହିଥିବାର ଦେଖିବାକୁ ମିଳେ।ତେବେ ଏହି ରାସ୍ତା ଜାମ ପାଇଁ ଗତ ମାସର ଶେଷ ସପ୍ତାହକୁ କାଳିମାଟି,ଦୁବୁନା,ନୟାଗଡ କିଛି ଅଂଶ ଭରପୁର ରାସ୍ତା ଜାମ ପାଇଁ ଛାତ୍ର/ ଛାତ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟକୁ ଆସିନପାରିବାରୁ ଶେଷରେ ଘରକୁ ବାଧ୍ୟ ହୋଇ ଫେରିଥିଲେ।ଏହିପରି କ୍ଷୀପ୍ର ଗତିରେ ସିରାଜୁଦ୍ଧିନ ଖଣି କାର୍ଯ୍ୟ ଆରମ୍ଭ ରହିଥିଲେ ମଧ୍ୟ ନିଜ ଖଣି ପ୍ରଭାବିତରେ ଥିବା ବଳଦା ପଞ୍ଚାୟତରେ କମ୍ପାନୀର ନିଜସ୍ଵ ମେଡ଼ିକାଲର ଅବସ୍ଥା କିନ୍ତୁ ସୁଧାରିବାରେ ସିରାଜୁଦ୍ଧିନ କର୍ତ୍ତୃପକ୍ଷଙ୍କ ଧ୍ୟାନ କୁଆଡେ ?ତେବେ ପୂର୍ବରୁ ଉକ୍ତ କମ୍ପାନୀର ମେଡ଼ିକାଲରେ ଡାକ୍ତର ଅଭାବ ରହିଥିବା ବେଳେ ଯଦିଓ ମେଡ଼ିକାଲର କର୍ମଚାରୀଙ୍କ ମଧ୍ୟରେ ଚିକିତ୍ସା ବ୍ୟବସ୍ଥା ହୁଏ,ସେବି କେତେକ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଧରି।ହେଲେ ଗତ କିଛି ବର୍ଷ ଧରି ହେବ କମ୍ପାନୀର ମେଡ଼ିକାଲର ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଥିବା ବେଳେ ମେଡ଼ିକାଲରେ ସାଧାରଣରୁ ଅତି ସାଧାରଣ ଔଷଧଟିଏ ମଧ୍ୟ ମିଳିବା ଏକ ପ୍ରକାର ଦୁର୍ଲଭ ପାଲଟି ବସିଛି।ଯାହା ଫଳରେ ନିକଟରେ ଥିବା ବଳଦା ପଞ୍ଚାୟତବାସୀ ନାହିଁ ନଥିବା ସମସ୍ୟା ଭୋଗନ୍ତି।ତେବେ କମ୍ପାନୀର କର୍ତ୍ତୃପକ୍ଷ ବୁଝିବାର କଥା ଯେ ଏହି ଅଞ୍ଚଳ ଏକ ଖଣି ବହୁଳ ହୋଇଥିବାରୁ ପ୍ରାୟ ଦିନ ଖଣି ଖନନରେ ଦୁର୍ଘଟଣା ଘଟିବା ଏବଂ ଖଣିଜ ବାରିବହନ ସମୟେ ମଧ୍ୟ ଦୁର୍ଘଟଣା ଘଟି ବହୁ ସାଧାରଣ ଲୋକଙ୍କର ଜୀବନ ହାନୀ ହୋଇଥାଏ।ତେବେ ଖଣି ଅଞ୍ଚଳର ସ୍ଥିତି ସବୁ ଜାଣିବା ସୁଦ୍ଧା ସିରାଜୁଦ୍ଧିନ ଖଣି କମ୍ପାନୀର କର୍ତ୍ତୃପକ୍ଷ ମେଡ଼ିକାଲର କୌଣସି ସ୍ଥିତି ସୁଧାର ଆଣିବାରେ ଚେଷ୍ଟିତ ନଥିବାର ପରିଲକ୍ଷିତ ହୁଏ।ତେଣୁ ଉକ୍ତ କମ୍ପାନୀର ଖଣି ପରିବହନ କ୍ଷେତ୍ରରେ ଏବଂ କମ୍ପାନୀ ପକ୍ଷରୁ ଉଦ୍ଧିଷ୍ଟ ଥିବା ମେଡିକାଲ ଉପରେ ପ୍ରଶାସନ ଓ ଖଣି ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ ହୋଇପାରିଲେ,କମ୍ପାନୀର କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପରେ ନିଶ୍ଚୟ ସୁଧାର ଆସି ପରିବ ବୋଲି ବଳଦା ଗ୍ରାମବାସୀ ଆଶା ବାନ୍ଧି ବସିଛନ୍ତି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଲୋକସଂସ୍କୃତିବିତ୍ ଡକ୍ଟର ଆଦିକନ୍ଦ ମହାନ୍ତଙ୍କ ଆତ୍ମଜୀବନୀ ‘ଶିକ୍ଷକ’ ଉନ୍ମୋଚିତ

masiha

ଡାବୁଗାଁ ପ୍ରେସ କ୍ଲବ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ

Sunil Chandra Nayak

ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା, ମୋ ସ୍କୁଲ ଅଭିଯାନରେ 1ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort