ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା

ବ୍ଳକ ସ୍ତରୀୟ ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା

ପଲନା:୨୨/୧୧ – (ମିନିସ):- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ବୋର୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଅର୍ତ୍ତଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ତା ୨୨/୧୧/୨୨୩ ରିଖ ବୁଧବାର ଦିନ ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଡାକ୍ତର କହ୍ନେଆ ଅଗ୍ରୱାଲ ମେଡ଼ିକାଲ ଅଫିସର, ଡି,ପି,ଏଚ,ଓ ମୁକେଶ ବେହେରା, ବି.ପି.ଓ ପ୍ରତାପ ବରାଲ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଡାକ୍ତର ଅମୃତ ସାହୁ, ମହିଳା ସ୍ବାସ୍ଥ୍ୟ କର୍ମୀ ସମେତ ପୁରୁଷ ସ୍ବାସ୍ଥ୍ୟ କର୍ମୀ ବିକାଶ ରଥ, ହରେନ୍ଦ୍ର ଗହିଲ, ରାମ ମାଝୀ, କେଦାର ଜାନୀ, ଆଶା ଉପସ୍ଥିତ ରହିଥିବା ବେଳେ ୪୦ ଜଣ ରୋଗୀକୁ ଚିକିତ୍ସା କରାଯାଇଥିଲା

ଡମ୍ବରୁଧର ପାଣିଗ୍ରାହୀଙ୍କ ରିପୋର୍ଟ ପଲନା

Related posts

ଧର୍ମ ଓ ଆଧ୍ୟାତ୍ମିକତା ପୂଜ୍ୟ ପୂଜାର ପ୍ରାଥମିକତା–ସ୍ବର୍ଗତ ସଦାଶିବ ମହାନ୍ତିଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀ 

Sunil Chandra Nayak

ରାୟଗଡାରେ ପଥ ଉତ୍ସବ ଅନୁଷ୍ଠିତ

masiha

ମାଣିକ ଫାଉଣ୍ଡେସନର ପଣା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!