ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଗାଡି ମୋଟର ଯାଞ୍ଚ 

ଡାବୁଗାଁରେ ଗାଡି ମୋଟର ଯାଞ୍ଚ 

ଡାବୁଗାଁ, ୨୨/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତା ରେ ଥାନା ସମ୍ମୁଖରେ ବୁଧବାର ଗାଡି ମୋଟରଯାଞ୍ଚ କରାଯାଇଛି | ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଗାଡି ମୋଟର ଯାଞ୍ଚ କରାଯାଇଛି | ଏଥିରେ ହେଲମେଟ, ଇଂନସୁରାନ୍ସ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା | ଉକ୍ତ ଯାଞ୍ଚରେ ଯାହାର କାଗଜପତ୍ର ରେ ତ୍ରୁଟି ଥିବା ଯୋଗୁ ଜୋରିମାନା ଆଦାୟ କରାଯାଇଥିଲା | ଏଥିରେ ଆନୁମାନିକ ମୋଟ ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରଯାଇଥିଲା | ଏହି ଯାଞ୍ଚ ସମୟରେ ଏଏସଆଇ ଶତଦଳ ମଣ୍ଡଳ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାମାଜିକ ସଚେତନତା ଓ ଏକତାର ସନ୍ଦେଶ ନେଇ ଆମ୍ବେଦକର ଜୟନ୍ତୀ ଭବ୍ୟ ଉଦ୍ୟାପନ 

Sunil Chandra Nayak

ଖାଦ୍ୟ ଓ ପାନୀୟ ଜଳ ପାଇଁ ବନ୍ୟ ଜନ୍ତୁ ଗାଁ ମୁହାଁ, ସମାଜ ସେବୀ ଙ୍କ ପ୍ରଚେଷ୍ଟା

masiha

ଡାବୁଗାଁ ବ୍ଲକ ର ପ୍ରତ୍ୟେକ ଆଦିବାସୀ ଗ୍ରାମ ଗୁଡିକ ରେ ପାଳିତ ହେଲା “ପୁଷ ପରବ ” 

masiha

Leave a Comment

error: Content is protected !!