ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପାଧ୍ୟାକ୍ଷଙ୍କୁ ବ୍ଲକ ପ୍ରଶାସନର ସ୍ବାଗତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ନବନିର୍ବାଚିତ ଉପାଧ୍ୟାକ୍ଷ ସୁରେନ୍ଦ୍ର ଭୋଇଙ୍କୁ ଆନୁଷ୍ଠାନିକ ଭାବେ ବ୍ଲକ କାର୍ଯ୍ୟାଳୟ ରେ ପହଂଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଧା ଫୁଲତୋଡ଼ା ଦେଇ ତାଙ୍କୁ ସ୍ୱାଗତ କରିଥିଲେ l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ଭାରତ ବନ୍ଦ ର ପ୍ରଭାବ- ଧର୍ମଗଡ ରେ ବ୍ୟାଙ୍କ ସେବା ବନ୍ଦ

Sunil Chandra Nayak

ଲତା ବେହେରା ଙ୍କ କବିତା ଲୁହ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା  ମୁଁ ହେବି ରଜ କୁଇନ୍

Sunil Chandra Nayak

Leave a Comment

error: Content is protected !!